ରାଜ୍ୟ ସରକାରଙ୍କୁ ବିଜେପିର ୬ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କୁ ବିଜେପିର ୬ଟି ପ୍ରଶ୍ନ । ଶାସନ ୬ମାସ ୬ଦିନରେ ରାଜ୍ୟ ସରକାରଙ୍କୁ ୬ଟି ପ୍ରଶ୍ନ ପଚାରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି।  ମହିଳା ହିଂସାରେ ରାଜ୍ୟର ସ୍ଥାନ ଏବେ ଦ୍ୱିତୀୟ, ରଙ୍ଗଶାଳାରୁ ଭୋଗଶାଳା ତିଆରି କରି ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି।  ରକ୍ଷକ ଏଠି ଭକ୍ଷକ ସାଜିଛି । ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ଅଛି ତ ବୋଲି ପ୍ରଶ୍ନ କରିଛି ବିଜେପି ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବଙ୍କୁ କେନ୍ଦ୍ର ସରକାର […]

tiop

tiop

Tapas Behera
  • Published: Friday, 06 December 2019
  • Updated: 06 December 2019, 03:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କୁ ବିଜେପିର ୬ଟି ପ୍ରଶ୍ନ । ଶାସନ ୬ମାସ ୬ଦିନରେ ରାଜ୍ୟ ସରକାରଙ୍କୁ ୬ଟି ପ୍ରଶ୍ନ ପଚାରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି।  ମହିଳା ହିଂସାରେ ରାଜ୍ୟର ସ୍ଥାନ ଏବେ ଦ୍ୱିତୀୟ, ରଙ୍ଗଶାଳାରୁ ଭୋଗଶାଳା ତିଆରି କରି ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି।  ରକ୍ଷକ ଏଠି ଭକ୍ଷକ ସାଜିଛି । ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ଅଛି ତ ବୋଲି ପ୍ରଶ୍ନ କରିଛି ବିଜେପି ?

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବଙ୍କୁ କେନ୍ଦ୍ର ସରକାର ଘର ଦେଉଛନ୍ତି। କିନ୍ତୁ ଦଳୀୟ କର୍ମୀଙ୍କୁ ତଞ୍ଚକତା କରି ଅନୁଦାନ କାହିଁକି ଦିଆଗଲା ?ଫୋନି ପ୍ରଭାବିତ ଏବେ ବି ପଲିଥିନ ତଳେ ଅଛନ୍ତି, ସ୍କୁଲ ଘର ଓ ରାସ୍ତା କରାଗଲାନି କାହିଁକି ?  ମେକ୍ ଇନ୍ ଓଡ଼ିଶା କଥା କୁହାଯାଉଛି ।  କିନ୍ତୁ ଶିଳ୍ପ ସଂସ୍ଥା ରାଜ୍ୟ ଛାଡ଼ି ପଳାୟନ କରୁଛନ୍ତି । ରାଜ୍ୟରେ ବେକାରୀ ସଂଖ୍ୟା ବଢିବାରେ ଲାଗିଛି ବୋଲି ବିଜେପି ଅଭିଯୋଗ କରିଛି।  ସେହିପରି କେନ୍ଦ୍ରରୁ ବ୍ୟାପକ ଅର୍ଥ ଆସୁଛି, ରାଜ୍ୟ ସରକାର କିନ୍ତୁ ଖର୍ଚ୍ଚ କରିନପାରି ଋଣ କରୁଛନ୍ତି । ୩୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିନାହାନ୍ତି ବୋଲି ସିଏଜି ରିପୋର୍ଟ ଦର୍ଶାଉଛି ।

କେବଳ ପଞ୍ଚାୟତିରାଜ ବିଭାଗ ୪୦ ପ୍ରତିଶତ ଅର୍ଥର ବିନିଯୋଗ ପ୍ରମାଣପତ୍ର ଦେଇନାହାନ୍ତି ବୋଲି ପ୍ରେସ୍ ମିଟରେ ଅଭିଯୋଗ କରିଛି ବିଜେପି। କାଳିଆ ଯୋଜନାରେ କେତେ ଲୋକଙ୍କୁ ଅନୁଦାନ ଦେଇଛନ୍ତି ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଛି ବିଜେପି।  କାଳିଆ ଓ କିଷାନ ଯୋଜନା ମିଶିପାରିବ ନାହିଁ । ରାଜ୍ୟ ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କହିଛି। ଦଳ  ନିର୍ବାଚନ ପୂର୍ବରୁ କୋଷ୍ଟାଲ ହାଇୱେ କାର୍ଯ୍ୟକାରୀ କଲେନି।  ରାଜନୀତି କରି ରାଜ୍ୟ ସ୍ୱାର୍ଥରେ ରାଜ୍ୟ ସରକାର ବାଧା ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story