ଫସିଗଲା ଅଜଗର ଶିକାରୀ

ଉଦଳା (ମାନସ ପାଣି): ଛେଳିକୁ ଶିକାର କରିବାକୁ ଆସି ଜାଲରେ ଛନ୍ଦି ହୋଇଗଲା ୮ ଫୁଟ୍‌ ଲମ୍ୱର ଅଜଗର। ଆଜି ଏମିତି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ବନଖଣ୍ଡ ଅଞ୍ଚଳରେ ଘଟିଛି। ଗାଁ ଲୋକଙ୍କଠାରୁ ଖବର ପାଇ ସ୍ନେକ୍‌ ହେଲ୍‌ଲାଇନ୍‌ର କର୍ମକର୍ତ୍ତାମାନେ ଜାଲରୁ ଅଜଗରକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଉଦଳା ବନାଞ୍ଚଳର ଚକ୍ରପୁର ଗାଁ ନିକଟରେ ଏକ ଛେଳିକୁ ଅଜଗର ସାପଟି ଗୋଡାଉ ଥିଲା। କିନ୍ତୁ ଛେଳି ଦୌଡ଼ି ପଳାଇ ଯାଇଥିଲେ। ହେଲେ ସାପଟି […]

baripada

baripada

Manoranjan Sial
  • Published: Friday, 11 October 2019
  • Updated: 11 October 2019, 08:39 PM IST

Sports

Latest News

ଉଦଳା (ମାନସ ପାଣି): ଛେଳିକୁ ଶିକାର କରିବାକୁ ଆସି ଜାଲରେ ଛନ୍ଦି ହୋଇଗଲା ୮ ଫୁଟ୍‌ ଲମ୍ୱର ଅଜଗର। ଆଜି ଏମିତି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ବନଖଣ୍ଡ ଅଞ୍ଚଳରେ ଘଟିଛି। ଗାଁ ଲୋକଙ୍କଠାରୁ ଖବର ପାଇ ସ୍ନେକ୍‌ ହେଲ୍‌ଲାଇନ୍‌ର କର୍ମକର୍ତ୍ତାମାନେ ଜାଲରୁ ଅଜଗରକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଛନ୍ତି।

ଉଦଳା ବନାଞ୍ଚଳର ଚକ୍ରପୁର ଗାଁ ନିକଟରେ ଏକ ଛେଳିକୁ ଅଜଗର ସାପଟି ଗୋଡାଉ ଥିଲା। କିନ୍ତୁ ଛେଳି ଦୌଡ଼ି ପଳାଇ ଯାଇଥିଲେ। ହେଲେ ସାପଟି ଜାଲରେ ଛନ୍ଦି ହୋଇଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଉଦଳା ବନ ବିଭାଗ ଫରେଷ୍ଟର ଆଶିଷ ବେହେରା, ସ୍ନେକ୍‌ ହେଲ୍‌ପ ଲାଇନ୍‌ କର୍ମକର୍ତ୍ତା ଅଭିଜିତ ବେହେରା ଓ ସତ୍ୟବ୍ରତ ବିନ୍ଧାଣିଙ୍କୁ ଖବର ଦେଇଥିଲେ। ସ୍ନେକ୍‌ ହେଲ୍‌ପ ଲାଇନ୍‌ କର୍ମକର୍ତ୍ତାମାନେ ସାପଟିକୁ ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଥିଲେ।

ଉଦ୍ଧାର ହୋଇଥିବା ଅଜଗର ଲମ୍ୱ ୮ ଫୁଟ୍‌ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story