ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଭରତପୁର ଥାନାରେ ପୁଲିସର ବର୍ବରକାଣ୍ଡ: କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧି
କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଟ୍ୱିଟ୍ କରି କହିଛନ୍ତି ଯେ, ଓଡ଼ିଶାରେ ଘଟିଥିବା ଭୟଙ୍କର ଘଟଣା ଦେଶର ଆଇନବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସର ସହାୟତା ମାଗିବାକୁ ଯାଇଥିବା ଜଣେ ସେନା ଅଫିସରଙ୍କୁ ଅମାନବୀୟ ଭାବେ ମାଡ଼ ମରାଯାଇଛି।
Politics
ଏନସିଡବ୍ଲ୍ୟୁ ରିପୋର୍ଟ ମାଗିବା ପରେ ଚେତିଲେ: କୁର୍ସି ବଂଚାଇବା ଚକ୍କରରେ ରାଜ୍ୟ ମହିଳା କମିଶନ
ବିଭିନ୍ନ ମହଲରୁ ଚାପ ପଡ଼ିବା ସହ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିବା ପରେ ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଭରତପୁର ଥାନାକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି ।
Miscellaneous
କମୁଛି ଜଳସ୍ତର, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା
ଆଜିକୁ ୪ ଦିନ ଲୋକଙ୍କ ଚୁଲି ଜଳୁନି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ କଟୁଛି ବିପନ୍ନଙ୍କ ଜୀବନ। ଲୋକଙ୍କ କହିବା କଥା ପଶ୍ଚିମବଙ୍ଗର ବର୍ଷା ପାଣି ଓ ସୁବର୍ଣ୍ଣରେଖା ନଦୀର ବନ୍ୟା ସେମାନଙ୍କର ସବୁକିଛି ଉଜାଡି ଦେଇଛି।
Crime
ସତ କିଏ କହୁଛନ୍ତି? ଡିସିପି ନା ମେଜରଙ୍କ ବାନ୍ଧବୀ
ତେବେ ଏଠି ପ୍ରଶ୍ନ ଉଠୁଛି ସତ କିଏ କହୁଛନ୍ତି? ଡିସିପି ନା ପୀଡ଼ିତା! ଏ ଦ୍ୱନ୍ଦ୍ୱ ଭିତରେ ପୂର୍ବରୁ ଗଣମାଧ୍ୟମକୁ ଆସିଥିବା ପୀଡ଼ିତାଙ୍କ ରକ୍ତ ଛିଟା ଲଗା ପୋଷାକ ଫଟୋ ପରେ ଆଜି ସାମ୍ନାକୁ ଆସିଛି ତାଙ୍କ ଭଙ୍ଗା ହାତ ଏକ୍ସରେ ସହ ଓଠରେ ଆଘାତର ଫଟୋ।
Miscellaneous
ସନ୍ଦେହ ଘେରରେ ଭୁବନେଶ୍ୱର ଡିସିପିଙ୍କ ଭୂମିକା, ହାଇକୋର୍ଟଙ୍କୁ ନିଜ ଆଡ଼ୁ ହସ୍ତକ୍ଷେପ ପାଇଁ ସେନାର ଅନୁରୋଧ
ସେପ୍ଟେମ୍ବର ୧୫ତାରିଖ ରାତିରେ ରୋଡ୍ ରୋମିଓମାନେ ଦୁର୍ବ୍ୟବହାର କରିବା ଘଟଣାରେ ପୁଲିସର ସହାୟତା ଲୋଡ଼ିବାକୁ ଭରତପୁର ଥାନାକୁ ଯାଇ ଆକ୍ରୋଶର ଶିକାର ହୋଇଥିବା ସେନା ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ସମର୍ଥନରେ ଏବେ ସବୁଆଡ଼ୁ ଚାପ ବଢ଼ିବାରେ ଲାଗିଛି ।