ମୁକ୍ତିକାନ୍ତଙ୍କ ପଦଯାତ୍ରା: ଓଡ଼ିଶା- ଆନ୍ଧ୍ର ସମ୍ପର୍କ ସୁଧାରିବାକୁ ଚାଲିବେ ୮୦୦ କି.ମି.

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଛି ସୀମା ବିବାଦ । ଆନ୍ଧ୍ର କେତେବେଳେ ଜବରଦସ୍ତି ଓଡ଼ିଶା ସୀମାକୁ ପଶି ଆସୁଛି ତ କେତେବେଳେ ନିର୍ବାଚନ ବି କରାଇ ଦେଉଛି। ଉଭୟ ରାଜ୍ୟ ବିବାଦ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଅଛି।  ଏନେଇ ଏହାର କୌଣସି ସମାଧାନ ହୋଇ ପାରି ନ ଥିବା ବେଳେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି ଉଭୟ ସୀମା ବାସିନ୍ଦା । ତେଣୁ ଉଭୟ ରାଜ୍ୟବାସୀଙ୍କ ମଧ୍ୟରେ ଭଲ ପାଇବା  ସ୍ଥାପନ […]

muktikanta  biswal

muktikanta biswal

Niharika Rout
  • Published: Saturday, 02 October 2021
  • Updated: 02 October 2021, 02:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଛି ସୀମା ବିବାଦ । ଆନ୍ଧ୍ର କେତେବେଳେ ଜବରଦସ୍ତି ଓଡ଼ିଶା ସୀମାକୁ ପଶି ଆସୁଛି ତ କେତେବେଳେ ନିର୍ବାଚନ ବି କରାଇ ଦେଉଛି। ଉଭୟ ରାଜ୍ୟ ବିବାଦ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଅଛି।  ଏନେଇ ଏହାର କୌଣସି ସମାଧାନ ହୋଇ ପାରି ନ ଥିବା ବେଳେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି ଉଭୟ ସୀମା ବାସିନ୍ଦା । ତେଣୁ ଉଭୟ ରାଜ୍ୟବାସୀଙ୍କ ମଧ୍ୟରେ ଭଲ ପାଇବା  ସ୍ଥାପନ କରିବାକୁ ଭୁବନେଶ୍ୱରରୁ ଆନ୍ଧ୍ରର ଅମରାବତୀ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ।

ଗାନ୍ଧି ଜୟନ୍ତୀ ଅବସରରେ ମୁକ୍ତିକାନ୍ତ ଦୀର୍ଘ ୮୦୦ କିଲୋମିଟରର ପଦଯାତ୍ରା ଆରମ୍ଭ କରିଛନ୍ତି । ପୂର୍ବରୁ ରାଉରକେଲାରୁ ଦିଲ୍ଲୀ ଯାତ୍ରା କରିଥିବା ମୁକ୍ତିକାନ୍ତ ଏଥର ନୂଆ ବାର୍ତ୍ତା ନେଇ ଅମରାବତୀ ଚାଲିବା ଆରମ୍ଭ କରିଛନ୍ତି । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ସୀମା ବିବାଦର ସ୍ଥାୟୀ ସମାଧାନର ବାର୍ତ୍ତା ନେଇ ମୁକ୍ତିକାନ୍ତ ଯାତ୍ରା ଆରମ୍ଭ କରିଛନ୍ତି ।

ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଖରୁ ସେ ଚାଲିବା ଆରମ୍ଭ କରିଛନ୍ତି । ଦୀର୍ଘ ୮୦୦ କିଲୋମିଟର ଚାଲି ଅମରାବତୀରେ ଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଖରେ ନିଜ ଯାତ୍ରା ଶେଷ କରିବେ ମୁକ୍ତିକାନ୍ତ ।

ଏନେଇ ମୁକ୍ତିକାନ୍ତ କହିଛନ୍ତି, ଏହି ପଦଯାତ୍ରା  ଦ୍ୱାରା ୨ ରାଜ୍ୟ ଭିତରେ ଶାନ୍ତି ସ୍ଥାପନ ହେବ । ସୀମାରେ ରହୁଥିବା ଲୋକ ଯେପରି ଭୟର ବାତାବରଣ ଭିତରେ ବଞ୍ଚୁଛନ୍ତି, ତାହାକୁ ଦୂର କରିବାକୁ ପଦଯାତ୍ରା ଆରମ୍ଭ କରିଛି। ପରସ୍ପର ମଧ୍ୟରେ ଭଲ ପାଇବା ସ୍ଥାପନ କରିବା  ମୋ’ ପଦଯାତ୍ରାର ଲକ୍ଷ୍ୟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story