ଗୋଟିଏ ବ୍ଲକରେ ୧୫ଟି ସୌର ଚାଳିତ ପ୍ରକଳ୍ପ ଅଚଳ

ଆଳି (ବନମାଳୀ ସାହୁ): ଗୋଟିଏ କି ଦୁଇଟି ନୁହେଁ। ବ୍ଲକରେ ୧୫ଟି ସୌର ଚାଳିତ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି। ଯେଉଁଥିପାଇଁ ଲୋକମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପାଣି ମୁନ୍ଦାଏ ପାଇଁ ଡ଼ହଳ ବିକଳ ହେଉଛନ୍ତି। ଗ୍ରୀଷ୍ମ ଋତୁରେ ଏପରି ଭୟଙ୍କର ଚିତ୍ର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅଞ୍ଚଳରୁ। ଆଳି ବ୍ଲକ୍‌ ବଇଦସାହି ଗାଁରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଲୋକମାନେ ସେଠାରୁ ପାଣି ନେଇ ନିଜର ଶୋଷ […]

Aali

Aali

Manoranjan Sial
  • Published: Tuesday, 12 April 2022
  • Updated: 12 April 2022, 06:59 PM IST

Sports

Latest News

ଆଳି (ବନମାଳୀ ସାହୁ): ଗୋଟିଏ କି ଦୁଇଟି ନୁହେଁ। ବ୍ଲକରେ ୧୫ଟି ସୌର ଚାଳିତ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି। ଯେଉଁଥିପାଇଁ ଲୋକମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପାଣି ମୁନ୍ଦାଏ ପାଇଁ ଡ଼ହଳ ବିକଳ ହେଉଛନ୍ତି। ଗ୍ରୀଷ୍ମ ଋତୁରେ ଏପରି ଭୟଙ୍କର ଚିତ୍ର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅଞ୍ଚଳରୁ।

ଆଳି ବ୍ଲକ୍‌ ବଇଦସାହି ଗାଁରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଲୋକମାନେ ସେଠାରୁ ପାଣି ନେଇ ନିଜର ଶୋଷ ମେଣ୍ଟାଉ ଥିଲେ। ହେଲେ ଗତ ୬ ମାସ ହେବ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ସୌର ଚାଳିତ ପ୍ରକଳ୍ପ ପରି ଗାଁରେ ଥିବା ଏକମାତ୍ର ନଳକୂପ ମଧ୍ୟ ଅଚଳ ହୋଇ ପଡ଼ିଛି। ଯାହାଫଳରେ ପାନୀୟ ଜଳ ମୁନ୍ଦାଏ ପାଇଁ ଗାଁ ଲୋକମାନେ ନାନା ଅସୁବିଧାରେ ଘାଣ୍ଟି ହେଉଛନ୍ତି। ବାଧ୍ୟ ହୋଇ ପଡ଼ୋଶୀ ଗାଁର ନଳକୂପକୁ ପାଣି ଆଣିବାକୁ ଯାଉଛନ୍ତି। ସେଠାରେ ଗରା ଭର୍ତ୍ତି କରିବାକୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି ବୋଲି ଗାଁ ମହିଳାମାନେ କହିଛନ୍ତି।

ବଇଦସାହିର ସାବିତ୍ରୀ ଶର୍ମା କହିଛନ୍ତି, “ପୂର୍ବରୁ ଆମେ ନଳକୂପରୁ ପାଣି ନେଉଥିଲୁ। ପରବର୍ତ୍ତୀ ସମୟରେ ସୋଲାର ଟାଙ୍କି କରିଦେଲେ। ସେହିଠାରୁ ପାଣି ନେଉଥିଲୁ। ଏବେ ସୋଲାର ଟାଙ୍କି ଓ ନଳକୂପ ଖରାପ। ତେଣୁ ପାଣି ମୁନ୍ଦାଏ ପିଇବାକୁ ପାଉନାହୁଁ। ଆମେ ସମସ୍ତେ ବହୁ ଅସୁବିଧାରେ ପଡ଼ିଛୁ। ଏନେଇ ଆମେ ବହୁବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି।”

ସମାନ ଚିତ୍ର ଆସିଛି ମାଳପାଟଣା ଗାଁରୁ। ଏହି ଗାଁର ମୁଣ୍ଡରେ ନିର୍ମାଣ ହୋଇଥିଲା ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ। ଦୁଇ ବର୍ଷ ହେଲା ପ୍ରକଳ୍ପ କାମ କରୁନାହିଁ। ଯାହାଫଳରେ ଲୋକମାନେ ଡ଼ହଳ ବିକଳ ହେଉଛନ୍ତି। ଗାଁରେ ଥିବା ଦୁଇଟି ନଳକୂପ ଉପରେ ୨୦୦୦ରୁ ଅଧିକ ଲୋକେ ନିର୍ଭର କରୁଥିବାରୁ ପାଣି ଟୋପାଏ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ପ୍ରକଳ୍ପ ମରାମତି ପାଇଁ ବହୁବାର ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

୨୦୧୯-୨୦ ଆର୍ଥିକ ବର୍ଷରେ ଆଳି ବ୍ଲକର ମାଳପାଟଣା, ଚଣ୍ଡିଆଗଡ଼ି, ନୂଆପଡା, ପତ୍ରପୁର, ସହିରା, ଅରେହିକଣା, ଆଦି ପଞ୍ଚାୟତରେ ପାନୀୟଜଳ ସଙ୍କଟ ଦୂର କରିବା ପାଇଁ ଓରେଡା ପକ୍ଷରୁ ୧୫ଟି ସୌର ଚାଳିତ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ପ୍ରତି ପ୍ରକଳ୍ପ ପିଛା ୨ ଲକ୍ଷ ୬୨ ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ରକ୍ଷଣ ବେକ୍ଷଣ ଅଭାବରୁ ସମସ୍ତ ପ୍ରକଳ୍ପ ଏବେ ଅଚଳ ହୋଇ ପଡ଼ିଛି। ବର୍ତ୍ତମାନ ପ୍ରକଳ୍ପ ଗୁଡିକ ଖତ ଖାଉଛି।

ସେପଟେ ଆଳି ବିଡିଓ ଦିବେନ୍ଦୁ ଦାସ କହିଛନ୍ତି, ଯନ୍ତ୍ରୀଙ୍କ ସହ ଆଲୋଚନାକରି ଅଚଳ ହୋଇପଡ଼ିଥିବା ପ୍ରକଳ୍ପ ଗୁଡିକୁ ଖୁବ ଶୀଘ୍ର ମରାମତି କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story