ଦେବନାରାୟଣ ମୃତ୍ୟୁ ଘଟଣା, ଜିଲ୍ଲାପାଳଙ୍କ ଅଫିସ୍‌ କାନ୍ଥରେ ଲେଖା ହୋଇଛି ଅପ୍ରୀତିକର କଥା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଗତ ୨୮ ତାରିଖରେ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଥିଲା। କୌଣସି ପାରିବାରିକ କଳହ ନ ଥିବା ବେଳେ ଅଫିସ୍‌ ଚାପ ଯୋଗୁ ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇପାରିଥାନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ। ଏହାପରେ ଦେବନାରାୟଣଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଏହାକୁ ନେଇ ପୁଲିସ୍‌ ଖୋଳତାଡ଼ ଜାରି ରଖିଛି। ଏପରି ସ୍ଥିତିରେ ଗତକାଲି ମାଲକାନଗିରି ଜିଲ୍ଲାପାଳଙ୍କ […]

mlkn-2-1

mlkn-2-1

Niharika Rout
  • Published: Wednesday, 01 January 2020
  • Updated: 01 January 2020, 10:30 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଗତ ୨୮ ତାରିଖରେ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଥିଲା। କୌଣସି ପାରିବାରିକ କଳହ ନ ଥିବା ବେଳେ ଅଫିସ୍‌ ଚାପ ଯୋଗୁ ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇପାରିଥାନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ।

ଏହାପରେ ଦେବନାରାୟଣଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଏହାକୁ ନେଇ ପୁଲିସ୍‌ ଖୋଳତାଡ଼ ଜାରି ରଖିଛି। ଏପରି ସ୍ଥିତିରେ ଗତକାଲି ମାଲକାନଗିରି ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟାଳୟ ପାଚେରିରେ କେହି ଦୁର୍ବୃତ୍ତ ପିଏ ଦେବ ନାରାୟଣ ପଣ୍ଡାଙ୍କ ଆତ୍ମହତ୍ୟାକୁ ନେଇ ଅନେକ ଅପ୍ରୀତିକର ଲେଖା ଲେଖିଛି ।

ପିଏଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଦାୟୀ ବୋଲି କାନ୍ଥରେ ଲେଖା ହୋଇଛି। କେବଳ ଏତିକି ନୁହେଁ,  ଏହା ସହ ମନିଷ ଚୋର ହେ , ସେମ୍‌ ଉଇଥ ଇଉ, କରପଟେଡ କଲେକ୍ଟର ପରି ଅନେକ କିଛି ଲେଖା ରହିଛି । ହେଲେ ନୂଆ ବର୍ଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଚେରିରେ କିଏ ଓ କାହିଁକି ଏପରି ଭାବେ ଲେଖିଛି ତାହାର ତଦନ୍ତ କରୁଛି ପୁଲିସ୍‌ ।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଗତ ୨୮ ତାରିଖରେ ସତୀଗୁଡ଼ା ଡ୍ୟାମ୍‌ରୁ ଉଦ୍ଧାର ହୋଇଥିଲା। ତା’ ପୂର୍ବଦିନ ଅଫିସ୍‌ରୁ ଘରକୁ ଫେରୁଥିବେ ବେଳେ ଦେବନାରାୟଣ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ସତୀଗୁଡା ଡ୍ୟାମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ମତାମତ ସଂଗ୍ରହ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story