କୋଭିଡ୍-୧୯: ରାଜ୍ୟର ୬୨ଟି ମଠ, ମନ୍ଦିର ଦେବେ ୧ କୋଟି ୩୭ ଲକ୍ଷ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍-୧୯ ମୁକାବିଲା ପାଇଁ ଆଗେଇ ଆସିଲେ ଓଡ଼ିଶାର ମଠ-ମନ୍ଦିର। ରାଜ୍ୟର ୬୨ଟି ମଠ, ମନ୍ଦିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କରୋନା ସହାୟତା ପ୍ରଦାନ କରାଯିବ । ଦେବୋତ୍ତର କମିଶନରଙ୍କ ଜରିଆରେ ଦେବେ ୧ କୋଟି ୩୭ ଲକ୍ଷ ଟଙ୍କା । ଘଟଗାଁ ତାରିଣୀ, ରାୟଗଡ଼ା ମଝି ଘରିଆଣି ମନ୍ଦିର ପକ୍ଷରୁ ୨୦ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ। ସତ୍ୟବାଦୀ ଗୋପୀନାଥ ଦେବ ୨୦ ଲକ୍ଷ।  କାକଟପୁର ମଙ୍ଗଳା  ମନ୍ଦିର ପକ୍ଷରୁ ୧୦ ଲକ୍ଷ […]

8765-1

Tapas Behera
  • Published: Tuesday, 21 April 2020
  • , Updated: 21 April 2020, 08:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍-୧୯ ମୁକାବିଲା ପାଇଁ ଆଗେଇ ଆସିଲେ ଓଡ଼ିଶାର ମଠ-ମନ୍ଦିର। ରାଜ୍ୟର ୬୨ଟି ମଠ, ମନ୍ଦିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କରୋନା ସହାୟତା ପ୍ରଦାନ କରାଯିବ । ଦେବୋତ୍ତର କମିଶନରଙ୍କ ଜରିଆରେ ଦେବେ ୧ କୋଟି ୩୭ ଲକ୍ଷ ଟଙ୍କା ।
ଘଟଗାଁ ତାରିଣୀ, ରାୟଗଡ଼ା ମଝି ଘରିଆଣି ମନ୍ଦିର ପକ୍ଷରୁ ୨୦ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ। ସତ୍ୟବାଦୀ ଗୋପୀନାଥ ଦେବ ୨୦ ଲକ୍ଷ।  କାକଟପୁର ମଙ୍ଗଳା  ମନ୍ଦିର ପକ୍ଷରୁ ୧୦ ଲକ୍ଷ ଟଙ୍କା ଦିଆଯିବ। ଜଗତସିଂହପୁର ଗୋରଖନାଥ ୧୦ ଲକ୍ଷ, କ୍ଷୀରଚୋରା ଗୋପୀନାଥ ମନ୍ଦିର ପକ୍ଷରୁ  ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।

Related story