କ୍ୟାନସର ପୀଡ଼ିତା ମାଉସୀର ୮ ଲକ୍ଷ ଟଙ୍କା ହଡ଼ପ କରି ପୁତୁରା ଗିରଫ

ଉଦଳା(ଓଡ଼ିଶା ରିପୋର୍ଟର): ମାଉସୀର ବିଶ୍ୱାସରେ ବିଷ ଦେଲା ପୁତୁରା। କ୍ୟାନସର ଚିକିତ୍ସା ପାଇଁ ରଖିଥିବା ପଇସାକୁ ପୁତୁରା ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଶ୍ରୀନାଥପୁର ଗାଁରେ। ଏନେଇ ମାଉସୀ ମନୋରମା ମିଶ୍ର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ପୁତୁରା ଅଭିଷେକ ପଣ୍ଡାଙ୍କୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଶ୍ରୀନାଥପୁର ଗାଁରେ ରହୁଥିବା ଆନନ୍ଦ ମିଶ୍ରଙ୍କ ତିନି […]

udala

udala

Tapaswini Nayak
  • Published: Tuesday, 14 June 2022
  • Updated: 14 June 2022, 05:12 PM IST

Sports

Latest News

ଉଦଳା(ଓଡ଼ିଶା ରିପୋର୍ଟର): ମାଉସୀର ବିଶ୍ୱାସରେ ବିଷ ଦେଲା ପୁତୁରା। କ୍ୟାନସର ଚିକିତ୍ସା ପାଇଁ ରଖିଥିବା ପଇସାକୁ ପୁତୁରା ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଶ୍ରୀନାଥପୁର ଗାଁରେ। ଏନେଇ ମାଉସୀ ମନୋରମା ମିଶ୍ର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ପୁତୁରା ଅଭିଷେକ ପଣ୍ଡାଙ୍କୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ଶ୍ରୀନାଥପୁର ଗାଁରେ ରହୁଥିବା ଆନନ୍ଦ ମିଶ୍ରଙ୍କ ତିନି ଝିଅ ଥିଲେ। ଦୁଇ ଝିଅ ବିବାହ କରିଥିବା ବେଳେ ବଡ଼ ଝିଅ ମନୋରମା ବିବାହ କରି ନଥିଲେ। ମନୋରମା ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କୁ କ୍ୟାନସର ହୋଇଥିଲା। ବାପା ବଡ଼ ଝିଅ ନାଁରେ ୧୨ ଲକ୍ଷ ଟଙ୍କା ବ୍ୟାଙ୍କରେ ରଖିଥିଲେ। ବାପାମା’ଙ୍କ ମୃତ୍ୟୁ ପରେ ମନୋରମାଙ୍କ ସାନ ଭଉଣୀର ପୁଅ ଅଭିଷେକ ତାଙ୍କର ବୁଝାସୁଝା କରିବା ସହ ତାଙ୍କୁ ଡାକ୍ତରଙ୍କୁ ଦେଖାଉଥିଲେ। ମାଉସୀ ମଧ୍ୟ ପୁତୁରାକୁ ବିଶ୍ୱାସରେ ନିଜ ଆକାଉଣ୍ଟର ପାସବୁକ୍‌ ଦେବାସହ ଏଟିଏମ୍‌ ମଧ୍ୟ ଦେଇଥିଲେ।

ତେବେ ପୁତୁରା ମନୋରମାଙ୍କୁ କିଛି ନ ଜଣାଇ ତାଙ୍କ ଆକାଉଣ୍ଟରୁ ୮ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଥିଲେ। ଟଙ୍କା ଉଠାଇବା କଥା ପଚାରିବାରୁ ପୁତୁରା ଅଭିଷେକ ଧରାଛୁଆଁ ଦେଇ ନଥିଲା ବୋଲି ମନୋରମା ଅଭିଯୋଗ କରିଛନ୍ତି। ଏନେଇ ମନୋରମା ଉଦଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗତକାଲି ଅଭିଷେକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story