ମାଆର ବେକ କାଟି ଅଖାରେ ପୂରାଇ ଫିଙ୍ଗିଦେଲା ପୁଅ

ବରଗଡ଼(ଦୀପକ ଶର୍ମା): ୯ ମାସର ଗର୍ଭ ଯନ୍ତ୍ରଣା ଭୋଗି ଜନ୍ମ ଦେଇଥିବା ମାଆକୁ ଆଜି ମାରିଦେଲା ପୁଅ। ଏପରି ଅଭିଯୋଗ ବରଗଡ ଜିଲ୍ଲା ବରପାଲି ଥାନା ଅଞ୍ଚଳରୁ ଆସିଛି। ଗାଁ ଲୋକଙ୍କଠାରୁ ପୁଲିସ ଖବର ପାଇ ମୃତଦେହ ଜବତ କରି ଅଭିଯୁକ୍ତ ପୁଅକୁ ଗିରଫ କରିଛି। କୁମ୍ଭାରୀ ଗ୍ରାମ ଏସ୍‌ବିଆଇ ସମ୍ମୁଖରେ କୌଶଲ୍ୟା ସାହୁ(୬୦) ନିଜ ପୁତ୍ର ବିଦ୍ୟାଧର ସାହୁ(୩୨)ଙ୍କ ସହ ଘରେ ରହୁଥିଲେ। ପୂର୍ବରୁ ବିଦ୍ୟାଧରଙ୍କ ବିବାହ ହୋଇଥିଲା। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ […]

Death

Death

Manoranjan Sial
  • Published: Tuesday, 19 April 2022
  • Updated: 19 April 2022, 09:41 PM IST

Sports

Latest News

ବରଗଡ଼(ଦୀପକ ଶର୍ମା): ୯ ମାସର ଗର୍ଭ ଯନ୍ତ୍ରଣା ଭୋଗି ଜନ୍ମ ଦେଇଥିବା ମାଆକୁ ଆଜି ମାରିଦେଲା ପୁଅ। ଏପରି ଅଭିଯୋଗ ବରଗଡ ଜିଲ୍ଲା ବରପାଲି ଥାନା ଅଞ୍ଚଳରୁ ଆସିଛି। ଗାଁ ଲୋକଙ୍କଠାରୁ ପୁଲିସ ଖବର ପାଇ ମୃତଦେହ ଜବତ କରି ଅଭିଯୁକ୍ତ ପୁଅକୁ ଗିରଫ କରିଛି।

କୁମ୍ଭାରୀ ଗ୍ରାମ ଏସ୍‌ବିଆଇ ସମ୍ମୁଖରେ କୌଶଲ୍ୟା ସାହୁ(୬୦) ନିଜ ପୁତ୍ର ବିଦ୍ୟାଧର ସାହୁ(୩୨)ଙ୍କ ସହ ଘରେ ରହୁଥିଲେ। ପୂର୍ବରୁ ବିଦ୍ୟାଧରଙ୍କ ବିବାହ ହୋଇଥିଲା। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହୁନଥିଲା। ଅନେକ ସମୟରେ କଳହ ଲାଗୁଥିଲା। ଯେଉଁଥିପାଇଁ ବିଦ୍ୟାଧରଙ୍କୁ ଛାଡ଼ି ତାଙ୍କ ସ୍ତ୍ରୀ ବାପ ଘରକୁ ପଳାଇ ଯାଇଥିଲେ।

ପତ୍ନୀ ବାପ ଘରକୁ ଗଲା ପରେ ମାଆ ଓ ପୁଅ ରହୁଥିଲେ। ଆଜି ମଧ୍ୟାହ୍ନରେ କୌଣସି କଥାକୁ ନେଇ ମାଆ ଓ ପୁଅଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଦ୍ୟାଧର ବ୍ଲେଡ୍‌ରେ ମାଆଙ୍କ ତଣ୍ଟି କାଟି ଦେଇଥିଲା। ପରେ ମୃତଦେହକୁ ବସ୍ତାରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ସାହି ପଡ଼ିଶା ଏ ସମ୍ପର୍କରେ ଜାଣିପାରି ବରପାଲି ଥାନା ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଦ୍ୟାଧରକୁ ଗିରଫ କରିଥିବା ବେଳେ ସାଇଣ୍ଟି ଫିକ୍‌ ଟିମ୍‌ ସହାୟତା ତଦନ୍ତ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story