ସୋନପୁର: ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ପ୍ରଥମେ ସେ ଟାଙ୍ଗରସାହିଠାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଇଓ କାର୍ଯ୍ୟାଳୟ ଉଦଘାଟିତ କରିଥିଲେ। ପରେ କମଳପୁରରେ ହୋଇଥିବା ଅଙ୍ଗନବାଡି କେନ୍ଦ୍ର ଓ  ପରେ ବୀରମହାରାଜପୁରରେ ସମନ୍ୱିତ  ଶିଶୁ ବିକାଶ ପ୍ରକଳ୍ପର ନବ ନିର୍ମିତ ଗୃହକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଜିଲ୍ଲାପାଳ ଗୋପିନାଥ ସାରକା, ବିଡିଓ ବସନ୍ତ କୁମାର ମାଝି, ତହସିଲଦାର ରବୀନ୍ଦ୍ର ନାଥ ମଲ୍ଲ […]

sonpur

sonpur

Rakesh Mallick
  • Published: Thursday, 30 July 2015
  • Updated: 30 July 2015, 01:53 PM IST

Sports

Latest News

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ପ୍ରଥମେ ସେ ଟାଙ୍ଗରସାହିଠାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଇଓ କାର୍ଯ୍ୟାଳୟ ଉଦଘାଟିତ କରିଥିଲେ। ପରେ କମଳପୁରରେ ହୋଇଥିବା ଅଙ୍ଗନବାଡି କେନ୍ଦ୍ର ଓ  ପରେ ବୀରମହାରାଜପୁରରେ ସମନ୍ୱିତ  ଶିଶୁ ବିକାଶ ପ୍ରକଳ୍ପର ନବ ନିର୍ମିତ ଗୃହକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଜିଲ୍ଲାପାଳ ଗୋପିନାଥ ସାରକା, ବିଡିଓ ବସନ୍ତ କୁମାର ମାଝି, ତହସିଲଦାର ରବୀନ୍ଦ୍ର ନାଥ ମଲ୍ଲ ଓ ବ୍ଳକ୍ ଅଧ୍ୟକ୍ଷ ରଞ୍ଜିତ ରଥ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos