ଏରୋବିକ୍‌ ମ୍ୟୁଜିକ୍‌ରେ ଡ୍ୟାନ୍ସ କଲେ ଏସ୍‌ପି ସାରା

ପାରଳାଖେମୁଣ୍ଡି(ଆଦର୍ଶ ଦାଶ): ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସ୍‌ପି ସାରା ଶର୍ମା। ଏଥର ଏରୋବିକ୍‌ ମ୍ୟୁଜିକ୍‌ରେ ନିଜେ ନାଚିବା ସହ ଲୋକଙ୍କୁ ନଚାଇ ଫିଟ୍‌ନେସ୍‌ର ଫଣ୍ଡା ବତାଇଛନ୍ତି ଏହି ଲେଡି ଆଇପିଏସ୍‌ ଅଫିସର। ସ୍ୱାସ୍ଥ୍ୟ ହିଁ ସଂପଦ ହୋଇଥିବା ବେଳେ ସମସ୍ତେ କିଭଳି ସ୍ୱାସ୍ଥ୍ୟବାନ ରହିବେ ସେହି ଆଭିମୁଖ୍ୟ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ସାରା । ଏସପିଙ୍କ ଏଭଳି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ନାରୀ ସରୁକ୍ଷା ପାଇଁ ପଦକ୍ଷେପ […]

5678

5678

Tapas Behera
  • Published: Tuesday, 19 November 2019
  • Updated: 19 November 2019, 06:14 PM IST

Sports

Latest News

ପାରଳାଖେମୁଣ୍ଡି(ଆଦର୍ଶ ଦାଶ): ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସ୍‌ପି ସାରା ଶର୍ମା। ଏଥର ଏରୋବିକ୍‌ ମ୍ୟୁଜିକ୍‌ରେ ନିଜେ ନାଚିବା ସହ ଲୋକଙ୍କୁ ନଚାଇ ଫିଟ୍‌ନେସ୍‌ର ଫଣ୍ଡା ବତାଇଛନ୍ତି ଏହି ଲେଡି ଆଇପିଏସ୍‌ ଅଫିସର। ସ୍ୱାସ୍ଥ୍ୟ ହିଁ ସଂପଦ ହୋଇଥିବା ବେଳେ ସମସ୍ତେ କିଭଳି ସ୍ୱାସ୍ଥ୍ୟବାନ ରହିବେ ସେହି ଆଭିମୁଖ୍ୟ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ସାରା । ଏସପିଙ୍କ ଏଭଳି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ନାରୀ ସରୁକ୍ଷା ପାଇଁ ପଦକ୍ଷେପ ନେବା ହେଉ କିମ୍ବା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବାରେ କି ଅକ୍ଷୟଦାନ ପାତ୍ର କାର୍ଯ୍ୟକ୍ରମ ହେଉ ବିଭିନ୍ନ ସମୟରେ ନିଆରା କାର୍ଯ୍ୟକ୍ରମ କରି ଲୋକଙ୍କ ମନ ଜିଣି ଆସୁଛନ୍ତି ଗଜପତି ଏସପି ସାରା।  ବର୍ତ୍ତମାନ ଏରୋବିକ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କୁ ଫିଟନେସ ମନ୍ତ୍ର ପଢ଼ାଇଛନ୍ତି।

ମଙ୍ଗଳବାର ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ ଠାରେ ଏସପି ଏଭଳି କାର୍ଯ୍ୟକ୍ରମ କରିଥିବା ବେଳେ ଏଥିରେ ଜିଲ୍ଲା ପୋଲିସର ଶତାଧିକ କର୍ମଚାରୀ ଏବଂ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ। ସ୍ୱାସ୍ଥ୍ୟକୁ ନିରୋଗ ରଖିବା ପାଇଁ ବ୍ୟାୟାମ ଏକ ପ୍ରକୃଷ୍ଠ ମାଧ୍ୟମ  । ତେଣୁ ଲୋକଙ୍କୁ ସ୍ୱାସ୍ଥ୍ୟବାନ ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ଏସପି କହିଥିବା ବେଳେ ପ୍ରତି ସପ୍ତାହରେ ଏଭଳି କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିବା କହିଛନ୍ତି  । ଯଦି ଲୋକ ସଂଖ୍ୟା ବୃଦ୍ଧି ପାଏ ତାହା ହେଲେ ଯୋଗ, ବ୍ୟାୟାମ, ଟ୍ରାକିଂ ଆଦିକୁ ମଧ୍ୟ ସାମିଲ କରାଯିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story