ଭୁବନେଶ୍ୱରରେ ‘ଖୁସି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବର୍ଷାକୁ ଖାତିର ନକରି ସକାଳୁ ସକାଳୁ ଘର ପାଖ ସ୍କୁଲକୁ ଯାଇଥିଲା ଖୁସି। ହେଲେ ଦ୍ୱିପହର ବେଳକୁ ତା’ ବାପାଙ୍କୁ ପୁଲିସ ତରଫରୁ ଆସୁଛି ଛାତି ଥରାଇ ଦେବା ଭଳି ଫୋନ କଲ୍। ପାଶବିକତାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ବେଡ୍‌ରେ ପଡିଛି ଖୁସି। ଏହି ସମୟରେ କ’ଣ ହେଉଛି ପରିବାରର ଅବସ୍ଥା, କେମିତି ପରିସ୍ଥିତି ଦେଇ ଗତି କରୁଥିବେ ବାପା ମା’। ଏମିତି କିଛି ଅସୁମାରୀ ଭାବାବେଗକୁ ନେଇ ନିଖୁଣ ଭାବେ ତିଆରି […]

p-90

p-90

Tapas Behera
  • Published: Sunday, 18 August 2019
  • Updated: 18 August 2019, 08:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବର୍ଷାକୁ ଖାତିର ନକରି ସକାଳୁ ସକାଳୁ ଘର ପାଖ ସ୍କୁଲକୁ ଯାଇଥିଲା ଖୁସି। ହେଲେ ଦ୍ୱିପହର ବେଳକୁ ତା’ ବାପାଙ୍କୁ ପୁଲିସ ତରଫରୁ ଆସୁଛି ଛାତି ଥରାଇ ଦେବା ଭଳି ଫୋନ କଲ୍। ପାଶବିକତାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ବେଡ୍‌ରେ ପଡିଛି ଖୁସି। ଏହି ସମୟରେ କ’ଣ ହେଉଛି ପରିବାରର ଅବସ୍ଥା, କେମିତି ପରିସ୍ଥିତି ଦେଇ ଗତି କରୁଥିବେ ବାପା ମା’। ଏମିତି କିଛି ଅସୁମାରୀ ଭାବାବେଗକୁ ନେଇ ନିଖୁଣ ଭାବେ ତିଆରି ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଖୁସି’।

ସାଂପ୍ରତିକ ସମୟର ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଧାରିତ ଏହି ଓଡ଼ିଆ ଫିଲ୍ମର ସ୍ପେଶାଲ୍ ସ୍କ୍ରିନିଂ ଆଜି ଭୁବନେଶ୍ୱରରେ କରାଯାଇଛି। ତରଙ୍ଗ ସିନେପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଫିଲ୍ମ ‘ଖୁସି’ ଭୁବନେଶ୍ୱର ସ୍ଥିତ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପରିସରରେ ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ ହୋଇଥିଲା।

କୁନି ଝିଅଟିଏ କେମିତି ଉତ୍ପୀଡ଼ନର ଶିକାର ହେଉଛି ଏବଂ ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ କେତେ ସଂଘର୍ଷ କରୁଛି, ତାହା ହିଁ ଏଇ ଫିଲ୍ମର ବିଷୟବସ୍ତୁ। ଯୌନ ଉତ୍ପୀଡ଼ନର ଶିକାର କୁନି ଝିଅମାନଙ୍କ କିପରି ସାମାଜିକ ସୁରକ୍ଷା ଏବଂ ମାନସିକ ବିକାଶ ହୋଇପାରିବ, ସେନେଇ ସାମଗ୍ରିକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି ଫିଲ୍ମ 'ଖୁସି' ।

ପ୍ରଥମ ଥର ପାଇଁ ବ୍ୟାବସାୟିକ ସିନେମାରୁ ପାଦ କାଢ଼ି ଏକ ସମାନ୍ତରାଳ ଫିଲ୍ମ ନିର୍ମାଣ କରିଛି ତରଙ୍ଗ ସିନେ ପ୍ରଡକ୍ସସନ୍। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ଏହି ସିନେମାରେ ବରିଷ୍ଠ ଅଭିନେତା ମିହିର ଦାସ, ମଧୁମିତା, ସୌମ୍ୟା ଭୌମିକଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ।

ଆସନ୍ତା ୨୩ ତାରିଖରେ ବଡ଼ ପରଦାକୁ ଆସିବ ସିନେମା ଖୁସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story