ବିଜେପିରେ ମିଶିବେ ରଞ୍ଜୀବ ବିଶ୍ୱାଳ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ ଟ୍ରିପଲ ତଲାକ ବିଲ୍ ଉପରେ ଭୋଟିଂ ବେଳେ ଉପସ୍ଥିତ ରହିବା ପାଇଁ ଦଳୀୟ ହୁଇପକୁ କଂଗ୍ରେସର ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ ଅଣଦେଖା କରିବାକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଏପଟେ ଶ୍ରୀ ବିଶ୍ୱାଳ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ମଙ୍ଗଳବାର ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ୍ ଗୃହୀତ ହୋଇଛି। କଂଗ୍ରେସ ଏହି ବିଲ ବିରୁଦ୍ଧରେ ମତଦାନ କରିବା ପାଇଁ […]

ranjib-biswal

ranjib-biswal

Manoranjan Sial
  • Published: Wednesday, 31 July 2019
  • Updated: 31 July 2019, 08:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ ଟ୍ରିପଲ ତଲାକ ବିଲ୍ ଉପରେ ଭୋଟିଂ ବେଳେ ଉପସ୍ଥିତ ରହିବା ପାଇଁ ଦଳୀୟ ହୁଇପକୁ କଂଗ୍ରେସର ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ ଅଣଦେଖା କରିବାକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଏପଟେ ଶ୍ରୀ ବିଶ୍ୱାଳ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ମଙ୍ଗଳବାର ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ୍ ଗୃହୀତ ହୋଇଛି। କଂଗ୍ରେସ ଏହି ବିଲ ବିରୁଦ୍ଧରେ ମତଦାନ କରିବା ପାଇଁ ରାଜ୍ୟସଭାରେ ନିଜର ସମସ୍ତ ସାଂସଦଙ୍କୁ ହୁଇପ୍ ଜାରି କରିଥିଲା। କିନ୍ତୁ ହୁଇପ୍ ସତ୍ତେ୍ୱ ରଞ୍ଜୀବଙ୍କ ସମେତ ମୋଟ ୫ଜଣ କଂଗ୍ରେସ ସାଂସଦ ଅନୁପସ୍ଥିତ ଥିଲେ। ହୁଇପ୍ ଅମାନ୍ୟ କରି ରାଜ୍ୟସଭାରେ ଗତକାଲି ରଞ୍ଜୀବଙ୍କ ଅନୁପସ୍ଥିତିକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିବାବେଳେ ତାଙ୍କ ଅଫିସ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଇଛି। ରଞ୍ଜୀବ ନିଜର ଜଣେ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଏବେ ବିଦେଶରେ ଅଛନ୍ତି। ଏହିକାରଣରୁ ସେ ରାଜ୍ୟସଭାରେ ଅନୁପସ୍ଥିତ ରହିବେ ବୋଲି ମଧ୍ୟ ଦଳ ହାଇକମାଣ୍ଡଙ୍କ ଅନୁମତି ପୂର୍ବରୁ ନେଇଥିଲେ। ତେଣୁ ଟ୍ରିପଲ ତଲାକ ବିଲ ଭୋଟିଂରେ ସେ ଅନୁପସ୍ଥିତ ରହିବାକୁ ନେଇ କୌଣସି ବିବାଦ ହେବା ଅନୁଚିତ୍ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ରଞ୍ଜିବଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପରଠୁ ରଞ୍ଜୀବ ନିଜର ରାଜନୀତିକ ଗୋଟିଚାଳନା ଆରମ୍ଭ କରିଛନ୍ତି। ସେ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି। ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ଆସନ୍ତାବର୍ଷ ଏପ୍ରିଲ ମାସରେ ଶେଷ ହେଉଥିବାରୁ ସେ ତା’ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି। ଏନେଇ ପ୍ରାରମ୍ଭିକ ସ୍ତରରେ ବିଜେପି ନେତାଙ୍କ ସହ ଆଲୋଚନା ହୋଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ କଂଗ୍ରେସରେ ରଞ୍ଜୀବ ଓ ତାଙ୍କ ପରିବାରର ବେଶ୍ ପ୍ରଭାବ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story