ଏଣିକି ରଙ୍ଗ ରୁଟ୍‌ରେ ଗାଡ଼ି ଚଲାଇଲେ ଟାୟାରରେ ଫୋଡ଼ିଯିବ କଣ୍ଟା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ରଙ୍ଗ ରୁଟ୍‌ରେ ଗାଡ଼ି ଚଲାଇଲେ ମହଙ୍ଗା ପଡ଼ିବ। ଟାୟାରରେ ଫୋଡ଼ି ଯିବ କଣ୍ଟା। ରାସ୍ତାରେ ରଙ୍ଗ୍ ଡ୍ରାଇଭିଂକୁ ରୋକିବା ପାଇଁ ଲାଗିବ ସ୍ପାଇକ୍ ବ୍ୟାରିଅର। ସ୍ପାଇକ୍ ବ୍ୟାରିଅର ଲଗାଯିବାକୁ କମିଶନରେଟ ପୁଲିସ ପକ୍ଷରୁ ନିଷ୍ପତ୍ତି ହୋଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି ସ୍ଥାନରେ ରଙ୍ଗ୍ ଡ୍ରାଇଭିଂ ପଏଣ୍ଟ ରହିଛି। ସେଥତ୍ମଧ୍ୟରୁ ଦ୍ୱୈତନଗରୀର ୩୨ଟି ସ୍ପର୍ଶକାତର ସ୍ଥାନ ଚିହ୍ନଟ ହୋଇଛି। ପ୍ରଥମେ ଗୋଟିଏ ସ୍ଥାନରେ ପରୀକ୍ଷାମୂଳକ ଭାବେ ସ୍ପାଇକ୍ ବ୍ୟାରିଅର ଲଗାଯିବ। ପୂର୍ବରୁ ପୁନେ, ହାଇଦ୍ରାବାଦ […]

90876

90876

Tapas Behera
  • Published: Wednesday, 05 February 2020
  • Updated: 05 February 2020, 05:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ରଙ୍ଗ ରୁଟ୍‌ରେ ଗାଡ଼ି ଚଲାଇଲେ ମହଙ୍ଗା ପଡ଼ିବ। ଟାୟାରରେ ଫୋଡ଼ି ଯିବ କଣ୍ଟା। ରାସ୍ତାରେ ରଙ୍ଗ୍ ଡ୍ରାଇଭିଂକୁ ରୋକିବା ପାଇଁ ଲାଗିବ ସ୍ପାଇକ୍ ବ୍ୟାରିଅର। ସ୍ପାଇକ୍ ବ୍ୟାରିଅର ଲଗାଯିବାକୁ କମିଶନରେଟ ପୁଲିସ ପକ୍ଷରୁ ନିଷ୍ପତ୍ତି ହୋଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି ସ୍ଥାନରେ ରଙ୍ଗ୍ ଡ୍ରାଇଭିଂ ପଏଣ୍ଟ ରହିଛି। ସେଥତ୍ମଧ୍ୟରୁ ଦ୍ୱୈତନଗରୀର ୩୨ଟି ସ୍ପର୍ଶକାତର ସ୍ଥାନ ଚିହ୍ନଟ ହୋଇଛି। ପ୍ରଥମେ ଗୋଟିଏ ସ୍ଥାନରେ ପରୀକ୍ଷାମୂଳକ ଭାବେ ସ୍ପାଇକ୍ ବ୍ୟାରିଅର ଲଗାଯିବ। ପୂର୍ବରୁ ପୁନେ, ହାଇଦ୍ରାବାଦ ଓ ନୋଏଡାରେ ସ୍ପାଇକ୍ ବ୍ୟାରିଅର ଲାଗିଛି।

କଣ ଏହି ସ୍ପାଇକ୍ ବ୍ୟାରିଅର

ଦୁର୍ଘଟଣା ନିୟନ୍ତ୍ରଣ ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ବିଦେଶରେ ଏଭଳି ସ୍ପାଇକ୍ ବ୍ୟାରିଅର ଲାଗିଛି। ଏବେ ଏହାକୁ ଭାରତର ବଡ଼ ବଡ଼ ମେଟ୍ରୋ ସହରରେ ମଧ୍ୟ ଲଗଗଲାଣି।  ଏହା ଠିକ୍‌ ହମ୍ପସ୍‌ ଭଳି ଆକୃତି। ହେଲେ ଏହାର କାର୍ଯ୍ୟଶୈଳୀ କିନ୍ତୁ ଭିନ୍ନ। କାରଣ ଏଥିରେ କଣ୍ଟା ଆକୃତିର ପ୍ଲେଟ୍‌ ଲାଗିଛି। ଯଦି ଆପଣ ରାସ୍ତାରେ ଠିକ୍‌ ବାଟରେ ଯାଉଛନ୍ତି ତେବେ ଏହି ପ୍ଲେଟ ଗୁଡ଼ିକ ସ୍ପ୍ରିଙ୍ଗ ସିଷ୍ଟମ। ଏହା ଗାଡ଼ିଗଲା ବେଳେ ଦବିଯିବ। ହେଲେ ଯଦି ଆପଣ ପ୍ରତିକୂଳ ରାସ୍ତାରେ ଅର୍ଥାତ ରଙ୍ଗ ରୁଟ୍‌ରେ ଯାଉଛନ୍ତି ତେବେ ଏହାର କଣ୍ଟା ଗୁଡ଼ିକ ବଙ୍କା ହୋଇ ରହିଥିବାରୁ ଆପଣଙ୍କ ଟାୟରକୁ କ୍ଷତି ପହଞ୍ଚାଇପାରେ। ଏମିତିକି ଲିକ୍‌ ମଧ୍ୟ ହୋଇଯାଇପାରେ। ଯାହାକୁ ଟାୟାର କିଲର ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story