କାଳିଆର ଟଙ୍କା କେଉଁ ବ୍ୟାଙ୍କରେ ରହିବ ? ଏମିତି ହେଲା ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ଶ୍ରୀମନ୍ଦିର ପାଣ୍ଠି କେବଳ ଜାତୀୟ କରଣ ବ୍ୟାଙ୍କରେ ହିଁ ଗଚ୍ଛିତ ରହିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ସେଠି ଟଙ୍କା ଜମା କରାଯିବ ବୋଲି ହୋଇଛି ନିଷ୍ପତ୍ତି। ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଟଙ୍କା ରଖିବା ନେଇ ବ୍ୟାଙ୍କଙ୍କଠାରୁ ଆବେଦନ ଆହ୍ୱାନ କରାଯିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ତା ପାଖରେ ୫୦% ଅର୍ଥ […]

k-0987

k-0987

Tapas Behera
  • Published: Wednesday, 05 February 2020
  • Updated: 05 February 2020, 04:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ଶ୍ରୀମନ୍ଦିର ପାଣ୍ଠି କେବଳ ଜାତୀୟ କରଣ ବ୍ୟାଙ୍କରେ ହିଁ ଗଚ୍ଛିତ ରହିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ସେଠି ଟଙ୍କା ଜମା କରାଯିବ ବୋଲି ହୋଇଛି ନିଷ୍ପତ୍ତି। ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଟଙ୍କା ରଖିବା ନେଇ ବ୍ୟାଙ୍କଙ୍କଠାରୁ ଆବେଦନ ଆହ୍ୱାନ କରାଯିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ତା ପାଖରେ ୫୦% ଅର୍ଥ ଜମା ରହିବ। ତା’ତଳକୁ ସୁଧ ପ୍ରସ୍ତାବ ଦେଇଥିବା ଅନ୍ୟ ୨ଟି ବ୍ୟାଙ୍କ ଭଳି ସୁଧ ଦେଲେ ସେଠି ଟଙ୍କା ରଖାଯିବ ବୋଲି କହିଛନ୍ତି କ୍ରିଷନ କୁମାର। ସେହିପରି ଶ୍ରୀଜଗନ୍ନାଥଙ୍କ ଜମି ଚିହ୍ନଟ ଲାଗି ରାଜସ୍ୱ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି  ଗଠନ ହେବ।   ଏହି କମିଟି ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମି ଚିହ୍ନଟ କରିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ କର୍ପସ୍‌ ଫଣ୍ଡ ଓ ହୁଣ୍ଡି ଟଙ୍କା ଏକ ଘରୋଇ ବ୍ୟାଙ୍କରେ ଜମା ହୋଇ ଥିଲା। କୋଟିଏ କି ଦୁଇ କୋଟି ନୁହେଁ, ମହାପ୍ରଭୁଙ୍କ ୬୦୦ କୋଟି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରୁ ଉଠାଇଯାଇ YES ବ୍ୟାଙ୍କରେ ଜମା ହୋଇଥିଲା । ଯାହାକୁ ନେଇ ସେବାୟତ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ? କେଉଁ ସ୍ୱାର୍ଥରେ ଘରୋଇ ବ୍ୟାଙ୍କକୁ ମହାପ୍ରଭୁଙ୍କ ସଂପତ୍ତି ଟେକିଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ? କେବଳ ସୁଧର ଲୋଭ? ନା ଏହା ପଛରେ ଅନ୍ୟ କିଛି ରହସ୍ୟ ଥିଲା ତାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ତେବେ ଗତ ଡିସେମ୍ବର ୨୦ ତାରିଖ ପରିଚାଳନା କମିଟି ବୈଠକରେ ତର୍କ ବିତର୍କ ପରେ ମହାପ୍ରଭୁଙ୍କ ପାଣ୍ଠି ୟେସ୍ ବ୍ୟାଙ୍କରୁ ପୁଣି ଜାତୀୟକରଣ ବ୍ୟାଙ୍କକୁ ଆଣିବା ଲାଗି ୧୭ଟି ପବ୍ଲିକ ସେକ୍ଟର ବ୍ୟାଙ୍କଠୁ ଟେଣ୍ଡର ଆହ୍ୱାନ କରାଯାଇ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story