ଶ୍ରୀକାନ୍ତ ଜେନା ଓ କୃଷ୍ଣ ସଗରିଆ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟାନୁଷ୍ଠାନ ଉପରେ ଏଆଇସିସିର ମୋହର ଲାଗିଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ କହିଛନ୍ତି।

ଆସନ୍ତା ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ଏହା ପୂର୍ବରୁ ଝାରସୁଗୁଡ଼ା ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେବେ ବୋଲି ମୁହଁ ଖୋଲିବା ପରେ ତାଙ୍କୁ ଦଳରୁ ନିଲମ୍ୱିତ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିବାରୁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ ଦଳର ନିଲମ୍ୱିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଲଦାଖରୁ ଚାଇନାକୁ ମୋଦିଙ୍କ ଚେତାବନୀ: ବିସ୍ତାରବାଦର ଯୁଗ ଖତମ

ରାଜ୍ୟରେ ଗୋଟିଏ ଦିନରେ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ, ୮ ହଜାର ଟପିଲା ସଂଖ୍ୟା

ଦ୍ୱିତୀୟ କରୋନା ଟିକାକୁ ପରୀକ୍ଷା ପାଇଁ ଅନୁମତି ଦେଲେ ସରକାର

ମହଣ ମହଣ ସୁନାରେ ଝଲସୁଛନ୍ତି ୩ ଠାକୁର

ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି, ଏହି ୪ ହସ୍ପିଟାଲରେ ମିଳିବ ଚିକିତ୍ସା

୧୯ ଜିଲ୍ଲାରୁ ଚିହ୍ନଟ ହେଲେ ୨୨୯ କରୋନା ଆକ୍ରାନ୍ତ

ଆଜି ସୁନାବେଶ; ମହଣ ମହଣ ସୁନାରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି

ସେ ଚାହିଁଲେ ସବୁ ହେଲା…

ଦୁର୍ଘଟଣାରେ ବିଜେଡି ନେତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ, ପତ୍ନୀ-ଝିଅ ସମେତ ୭ ଗୁରୁତର

ବିଜେଡିରେ ବଡ଼ଧରଣ ପରିବର୍ତ୍ତନ, ଜାଣନ୍ତୁ  ସୌମ୍ୟ ପଟ୍ଟନାୟକଙ୍କୁ କେଉଁ ଦାୟିତ୍ୱ ମିଳିଲା

ଧାର୍ଯ୍ୟ ସମୟର ୩୫ ମିନିଟ୍‌ ପୂର୍ବରୁ ଗଡ଼ିଲା ରଥ

ସରିଲା ପହଣ୍ଡି; ବାହୁଡ଼ିବେ ମହାବାହୁ