‘ଘୋଷଯାତ୍ରା ସମୟରେ ଶ୍ରୀମନ୍ଦିର ଭିତର ମରାମତି ହେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସୁରକ୍ଷା ନେଇ  ଭୁବନେଶ୍ୱରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଘୋଷଯାତ୍ରା ସମୟରେ ଶ୍ରୀମନ୍ଦିର ଭିତର ମରାମତି କାର୍ଯ୍ୟ ହେବ। ଆସନ୍ତା ୫ ଓ ୬ ତାରିଖରେ ASI ଟିମ୍ ଗର୍ଭଗୃହ ଅନୁଧ୍ୟାନ କରିବେ। ୧୪ ତାରିଖ ସଂଧ୍ୟା ସୁଦ୍ଧା ମରାମତି କାମ ସାରିବାକୁ ASIକୁ ନିର୍ଦ୍ଦେଶ ଦିଆଯାଇଛି।୧୬ ତାରିଖରେ ଜୟବିଜୟ ମୂର୍ତ୍ତି ସଂସ୍ଥାପନ କରାଯିବ। ସେହିପରି ଗର୍ଭଗୃହରେ ଫାଟ ନଥିଲେ […]

jagannath-temple

jagannath-temple

Tapas Behera
  • Published: Wednesday, 12 June 2019
  • Updated: 12 June 2019, 06:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସୁରକ୍ଷା ନେଇ  ଭୁବନେଶ୍ୱରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଘୋଷଯାତ୍ରା ସମୟରେ ଶ୍ରୀମନ୍ଦିର ଭିତର ମରାମତି କାର୍ଯ୍ୟ ହେବ। ଆସନ୍ତା ୫ ଓ ୬ ତାରିଖରେ ASI ଟିମ୍ ଗର୍ଭଗୃହ ଅନୁଧ୍ୟାନ କରିବେ।

୧୪ ତାରିଖ ସଂଧ୍ୟା ସୁଦ୍ଧା ମରାମତି କାମ ସାରିବାକୁ ASIକୁ ନିର୍ଦ୍ଦେଶ ଦିଆଯାଇଛି।୧୬ ତାରିଖରେ ଜୟବିଜୟ ମୂର୍ତ୍ତି ସଂସ୍ଥାପନ କରାଯିବ। ସେହିପରି ଗର୍ଭଗୃହରେ ଫାଟ ନଥିଲେ ମଧ୍ୟ ଅଭିଯୋଗ ଥିବାରୁ ଅନୁଧ୍ୟାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos