ମନ୍ତ୍ରୀମାନଙ୍କ ନିର୍ବାଚନ ପ୍ରଚାର ପାଇଁ କ୍ୟାବିନେଟ୍ ବୈଠକ ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ବିଜେପୁର ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆସନ୍ତାକାଲି ହେବାକୁ ଥିବା କ୍ୟାବିନେଟ୍ ବୈଠକକୁ ସୋମବାରକୁ ଘୁଞ୍ଚାଇ ଦିଆଯାଇଛି। ମନ୍ତ୍ରୀମାନେ ନିର୍ବାଚନ ପ୍ରଚାରରେ ଥିବାରୁ ବୈଠକରେ ସାମିଲ ହେବା ନେଇ ସେମାନଙ୍କର ଅଫିସ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯିବା ପରେ ଏହି ସଂଶୋଧିତ କାର୍ଯ୍ୟସୂଚୀ ଜାରି ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଆଜି କ୍ୟାବିନେଟ୍ ବୈଠକ ସଂକ୍ରାନ୍ତ ଏଜେଣ୍ଡା ଓ ଚିଠି […]

Odisha Cabinet approves proposal to hike insurance, healthcare allowance of former legislators

Manoranjan Sial
  • Published: Friday, 18 October 2019
  • Updated: 18 October 2019, 11:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ବିଜେପୁର ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆସନ୍ତାକାଲି ହେବାକୁ ଥିବା କ୍ୟାବିନେଟ୍ ବୈଠକକୁ ସୋମବାରକୁ ଘୁଞ୍ଚାଇ ଦିଆଯାଇଛି। ମନ୍ତ୍ରୀମାନେ ନିର୍ବାଚନ ପ୍ରଚାରରେ ଥିବାରୁ ବୈଠକରେ ସାମିଲ ହେବା ନେଇ ସେମାନଙ୍କର ଅଫିସ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯିବା ପରେ ଏହି ସଂଶୋଧିତ କାର୍ଯ୍ୟସୂଚୀ ଜାରି ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଆଜି କ୍ୟାବିନେଟ୍ ବୈଠକ ସଂକ୍ରାନ୍ତ ଏଜେଣ୍ଡା ଓ ଚିଠି ବିଭିନ୍ନ ମନ୍ତ୍ରୀମାନଙ୍କ ଅଫିସରେ ବଣ୍ଟାଯାଇଥିଲା। ସେଥିରେ କ୍ୟାବିନେଟ୍ ବୈଠକ ଶନିବାର ସନ୍ଧ୍ୟା ୬ଟାରେ ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହେବ ବୋଲି ସୂଚିତ କରାଯାଇଥିଲା। ମାତ୍ର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ବ୍ୟସ୍ତ ଥିବା ଅଧିକାଂଶ କ୍ୟାବିନେଟ୍ ମନ୍ତ୍ରୀ ଧାର୍ଯ୍ୟ ସମୟରେ କ୍ୟାବିନେଟ୍ ବୈଠକରେ ଯୋଗ ଦେବା ସମ୍ଭବପର ହେବନି ବୋଲି ଜଣାଇବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶରେ କ୍ୟାବିନେଟ୍ ବୈଠକ ସୋମବାର ସନ୍ଧ୍ୟା ୬ଟାରେ ହେବ ବୋଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପୁଣିଥରେ ମନ୍ତ୍ରୀମାନଙ୍କ ଅଫିସକୁ ଅବଗତ କରାଯାଇଥିବା ସୂଚନା ମିଳିଛି। ଆସନ୍ତାକାଲିର ପ୍ରସ୍ତାବିତ କ୍ୟାବିନେଟ୍ ବୈଠକରେ ୯ଟି ଏଜେଣ୍ଡାକୁ ସ୍ଥାନ ମିଳିଥିଲା। ତେବେ ସୋମବାର କ୍ୟାବିନେଟ୍ ବୈଠକରେ ଏହି ଏଜେଣ୍ଡା ସଂଖ୍ୟା ୧୩କୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story