ସରକାରୀ ହୋର୍ଡିଂ ଓ ଗାଡ଼ିରୁ ଷ୍ଟିକର ହଟାଅ: ନିର୍ବାଚନ କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପ୍ରକ୍ରିୟା ରାଜ୍ୟରେ ଆରମ୍ଭ ହୋଇସାରିଥିବାବେଳେ ସମସ୍ତ ସରକାରୀ ହୋର୍ଡିଂ ଓ ଗାଡ଼ିଗୁଡ଼ିକରୁ ଯୋଜନାର ପ୍ରଚାର ପାଇଁ ଉଦ୍ଦିଷ୍ଟ ଲୋଗୋର ଷ୍ଟିକର ତୁରନ୍ତ ହଟାଇବାକୁ ଆଜି ରାଜ୍ୟ ନିର୍ବାଚନ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ଆଜି ସମସ୍ତ ଜିଲ୍ଲାପାଳଙ୍କ ଚିଠି ଲେଖି ପଂଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ପାଳନ ପାଇଁ କହିଛନ୍ତି । ଜିଲ୍ଲାର ବିଭିନ୍ନ ସରକାରୀ ଅଫିସ ଓ ସାର୍ବଜନୀନ ସ୍ଥାନରେ […]

election-commission

election-commission

Ordigital Desk
  • Published: Wednesday, 12 January 2022
  • Updated: 12 January 2022, 08:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପ୍ରକ୍ରିୟା ରାଜ୍ୟରେ ଆରମ୍ଭ ହୋଇସାରିଥିବାବେଳେ ସମସ୍ତ ସରକାରୀ ହୋର୍ଡିଂ ଓ ଗାଡ଼ିଗୁଡ଼ିକରୁ ଯୋଜନାର ପ୍ରଚାର ପାଇଁ ଉଦ୍ଦିଷ୍ଟ ଲୋଗୋର ଷ୍ଟିକର ତୁରନ୍ତ ହଟାଇବାକୁ ଆଜି ରାଜ୍ୟ ନିର୍ବାଚନ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ଆଜି ସମସ୍ତ ଜିଲ୍ଲାପାଳଙ୍କ ଚିଠି ଲେଖି ପଂଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ପାଳନ ପାଇଁ କହିଛନ୍ତି ।

ଜିଲ୍ଲାର ବିଭିନ୍ନ ସରକାରୀ ଅଫିସ ଓ ସାର୍ବଜନୀନ ସ୍ଥାନରେ ସରକାରଙ୍କ ବିଭିନ୍ନ ସଫଳତା ଦର୍ଶାଉଥିବା ହୋର୍ଡିଂ ଲଗାଯାଇଥିବା କଥା ରାଜ୍ୟ ନିର୍ବାଚନ କମିଶନରଙ୍କ ଦୃଷ୍ଟିକୁ ଆସିଛି । ସେହିପରି କେତେକ ସରକାରୀ ଯୋଜନାର ଷ୍ଟିକର ମଧ୍ୟ ସରକାରୀ ଅଫିସରଙ୍କ ଦ୍ୱାରା ବ୍ୟବହାର ହେଉଥିବା ଗାଡ଼ିରେ ଲଗାଯାଉଛି ।

ମନ୍ତ୍ରୀ ଓ ରାଜନେତାଙ୍କ ଫଟୋ ଥାଇ ସରକାରୀ ଯୋଜନାର ହୋର୍ଡିଂ ମଧ୍ୟ କେତେକ ସ୍ଥାନରେ ଲାଗିଛି । ଏସବୁ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଛି । ସହରାଂଚଳ ସମେତ ସମଗ୍ର ରାଜ୍ୟରେ ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏପରି ସମସ୍ତ ହୋର୍ଡିଂକୁ ଓ ଷ୍ଟିକରକୁ ତୁରନ୍ତ ହଟାଇବା ସହ ଏନେଇ କମିଶନଙ୍କ କାର୍ଯ୍ୟାଳୟକୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଶାସକ ବିଜେଡି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ବିରାଟ ହୋର୍ଡିର୍ଂଗୁଡ଼ିକ ଲଗାଯାଇଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ବିଜୁ ପକ୍କାଘରର ଷ୍ଟିକରିଂ ବିଭିନ୍ନ ଗାଡ଼ି ଓ ସ୍ଥାନରେ ଲଗାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story