ଜଙ୍ଗଲରେ ନିଆଁ: ଆଉ ୮ ଓଡ୍ରାଫ ଟିମ ଗଲେ, ବନବିଭାଗ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବାରୁ ତାକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଆଉ ୮ଟି ଓଡ୍ରାଫ ଟିମକୁ ମୁତୟନ କରାଯାଇଛି। ୪ଟି ଟିମ୍ ଶିମିଳିପାଳ ଯାଇଥିବାବେଳେ ବାକି ୪ଟି ଟିମ୍ ଦେବଗଡ଼, ରାୟଗଡ଼ା, ଗଞ୍ଜାମ ଓ ନୂଆପଡ଼ା ଗସ୍ତ କରିଛନ୍ତି। ଏପଟେ ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି। ଅତି ଜରୁରୀ ଥିଲେ ହିଁ ଡିଏଫଓ କିମ୍ବା ପିସିସିଏଫଙ୍କଠାରୁ କର୍ମଚାରୀଙ୍କୁ ଛୁଟି ଅନୁମତି ନେବାକୁ ପଡ଼ିବ। […]

similipal

similipal

Ordigital Desk
  • Published: Wednesday, 10 March 2021
  • Updated: 10 March 2021, 07:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବାରୁ ତାକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଆଉ ୮ଟି ଓଡ୍ରାଫ ଟିମକୁ ମୁତୟନ କରାଯାଇଛି। ୪ଟି ଟିମ୍ ଶିମିଳିପାଳ ଯାଇଥିବାବେଳେ ବାକି ୪ଟି ଟିମ୍ ଦେବଗଡ଼, ରାୟଗଡ଼ା, ଗଞ୍ଜାମ ଓ ନୂଆପଡ଼ା ଗସ୍ତ କରିଛନ୍ତି। ଏପଟେ ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି। ଅତି ଜରୁରୀ ଥିଲେ ହିଁ ଡିଏଫଓ କିମ୍ବା ପିସିସିଏଫଙ୍କଠାରୁ କର୍ମଚାରୀଙ୍କୁ ଛୁଟି ଅନୁମତି ନେବାକୁ ପଡ଼ିବ। ଏହାସହିତ ଜଙ୍ଗଲ ବିଭାଗ ଆଜି ଅଗ୍ନିଶମ ବାହିନୀର ସହାୟତା ଲୋଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଶିମିଳିପାଳ ଜଙ୍ଗଲରେ ଗତକିଛି ଦଧରି ନିଆଁ ଲାଗିଥିବାବେଳେ ଆଜି ସେଠାରେ ବର୍ଷା ହୋଇଛି। ବର୍ଷ।  ଯୋଗୁ ନିଆଁ ଆୟତ୍ତାଧୀନ ହେବ ବୋଲି ଆଶା କରାଯାଉଛି । ଏପଟେ ଓଡ୍ରାଫର ୪ଟି ଟିମ୍ ବାରିପଦା ଜଙ୍ଗଲକୁ ଓ ଅନ୍ୟ ୪ଟି ଟିମକୁ ଗଞ୍ଜାମ, ନୂଆପଡ଼ା, ରାୟଗଡ଼ା ଓ ଦେବଗଡ଼ ଜିଲ୍ଲାପାଳଙ୍କୁ ଭେଟି ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେବେ । ପ୍ରତ୍ୟେକ ଟିମରେ ଅତ୍ୟାଧୁନିକ ସାରଞ୍ଜମ ସହ ମୋଟ ୨୫ଜଣ ରହିଛନ୍ତି । ଏହି ଓଡ୍ରାଫ ଟିମକୁ ସେଠାରେ ୮ରୁ ୧୦ଦିନ ପର୍ଯ୍ୟନ୍ତ ରହିବା ଭଳି ସରଞ୍ଜାମ ଓ ନିଜସ୍ୱ ଉପଯୋଗ ସାମଗ୍ରୀ ନେଇ ଯିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ ଜଙ୍ଗଲ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଜଙ୍ଗଲ ଓ ପରିବେଶ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀଙ୍କୁ ଛୁଟି ନଦେବାକୁ କୁହାଯାଇଛି। ରାଜ୍ୟ ସରକାର ଜଙ୍ଗଲ ନିଆଁ ଲିଭା କାର୍ଯ୍ୟର ଦୈନିକ ସମୀକ୍ଷା କରୁଥିବାବେଳେ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅତି ଜରୁରୀ ପରିସ୍ଥିତିରେ  ନଥିଲେ ଛୁଟି ନଦେବା ପାଇଁ କୁହାଯାଇଛି । କର୍ମଚାରୀମାନେ ଆବଶ୍ୟକ ପଡ଼ିଲେ ଡିଏଫଓ ଡିଏଫଓଙ୍କଠୁ ଛୁଟି ନେଇପାରିବେ। ତେବେ ଏନେଇ ପିସିସିଏଫଙ୍କୁ ଅବଗତ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
ଜଙ୍ଗଲ ବିଭାଗର ଅତିରକ୍ତ ମୁଖ୍ୟ ସଚିବ ମୋନା ଶର୍ମା ଆଜି ଅଗ୍ନିଶମ ଡିଜିଙ୍କୁ ଚିଠି ଳେଖି ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଅଗ୍ନିଶମ ବାହିନୀ ଡିଜି ଏନେଇ ସମୀକ୍ଷା ବୈଠକ କରିବା ପରେ ଜିଲ୍ଲାସ୍ତରର ଅଗ୍ନିଶମ ଅଧିକାରୀମାନଙ୍କୁ ତୁରନ୍ତ ନିଆଁ ଲିଭାଇବା ଦିଗରେ କାର୍ଯ୍ୟ କରିବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story