କେନ୍ଦ୍ରାପଡ଼ାରେ ଆର୍ସେଲର ମିତ୍ତଲ ନିପ୍ପନର ମେଗା ଷ୍ଟିଲ୍ ପ୍ରକଳ୍ପକୁ ମଞ୍ଜୁରୀ, କରିବ ୧ଲକ୍ଷ କୋଟି ଟଙ୍କାର ନିବେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକରେ ଆର୍ସେଲର ମିତ୍ତିଲ ନିପ୍ପନ ଷ୍ଟିଲ ବାର୍ଷିକ ୨୪ ନିୟୁତ ଟନ୍ ଉତ୍ପାଦନ ବିଶିଷ୍ଟ ମେଗା ଇସ୍ପାତ କାରଖାନା ସ୍ଥାପନ କରିବ । ଏଥିପାଇଁ କମ୍ପାନୀ ୧ଲକ୍ଷ ୨ହଜାର ୨୭୫କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ପ୍ରାଧିକରଣ (ଏଚଏଲସିଏ) ବୈଠକରେ ଏହି ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୬ହଜାର ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ। […]

Lokaseba Bhaban

Lokaseba Bhaban

Ordigital Desk
  • Published: Friday, 17 December 2021
  • Updated: 17 December 2021, 08:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକରେ ଆର୍ସେଲର ମିତ୍ତିଲ ନିପ୍ପନ ଷ୍ଟିଲ ବାର୍ଷିକ ୨୪ ନିୟୁତ ଟନ୍ ଉତ୍ପାଦନ ବିଶିଷ୍ଟ ମେଗା ଇସ୍ପାତ କାରଖାନା ସ୍ଥାପନ କରିବ । ଏଥିପାଇଁ କମ୍ପାନୀ ୧ଲକ୍ଷ ୨ହଜାର ୨୭୫କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ପ୍ରାଧିକରଣ (ଏଚଏଲସିଏ) ବୈଠକରେ ଏହି ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୬ହଜାର ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ। ମ୍ୟାନୁଫାକଚରିଂ କ୍ଷେତ୍ରରେ ଦେଶରେ ଏହା ସର୍ବବୃହତ୍ ପ୍ରକଳ୍ପ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ୭ବର୍ଷ ମଧ୍ୟରେ ଏହି ମେଗା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆର୍ସେଲର ମିତ୍ତିଲ ନିପ୍ପନ ଷ୍ଟିଲ କମ୍ପାନୀ ନିଜର ସର୍ବଶେଷ ଗ୍ରୀନ୍ ଷ୍ଟିଲ ଉତ୍ପାଦନ ଟେକ୍ନୋଲୋଜି ମାଧ୍ୟମରେ କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକଠାରେ ବାର୍ଷିକ ୨୪ ନିୟୁତ ଟନ୍ ବିଭିନ୍ନ ଗ୍ରେଡର ଷ୍ଟିଲ୍ ଉତ୍ପାଦନ କରିବ। ଉଚ୍ଚ ମାନର ଡାଉନଷ୍ଟିମ ଷ୍ଟିଲ ପ୍ରଡକ୍ଟ ମଧ୍ୟ ଏଠାରୁ ଉତ୍ପାଦନ ହେବ। ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନର ସୁବିଧା ରହିବ ଓ ଏହା ଦେଶର ସର୍ବବୃହତ୍ ସିମେଣ୍ଟ ନିର୍ମାଣକାରୀ ପ୍ଲାଣ୍ଟ ହେବ। ଯାହାକି ଏହି ଅଂଚଳରେ ଭିତ୍ତିଭୂମି ବିକାଶକୁ ଅଧିକ କ୍ରିୟାଶୀଳ କରାଇବ । ଏହି ପ୍ରସ୍ତାବିତ ଷ୍ଟିଲ କମ୍ପେ୍ଲକ୍ସ ସହ କମ୍ପାନୀ ମଧ୍ୟ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ପାର୍କ ବିକଶିତ କରିବ, ଯାହାକି ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ। ବହୁ ସଂଖ୍ୟକ ଆନ୍ସିଲାରି ମାନ୍ୟୁଫାକଚରିଂ କମ୍ପାନୀ ଏଠାରେ ନିଜର ୟୁନିଟ୍ ସ୍ଥାପନ କରି ବହୁ ପରିମାଣର ଷ୍ଟିଲ ଉତ୍ପାଦନ ସୁବିଧାରେ ସହାୟକ ହେବେ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ମେଗା ଷ୍ଟିଲ ପ୍ରକଳ୍ପ ପାଇଁ ଭିତ୍ତିଭୂମି ବିକାଶ କରାଯିବ ଯାହାକି ଏହି ଅଂଚଳରେ ଲଜିଷ୍ଟିକ୍ ଓ ସାମଗ୍ରିକ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରିବ। ଏଠାରେ ଅତ୍ୟାଧୁନିକ, ଗ୍ରୀନ୍ ଓ ପରିବେଶ ଅନୁକୂଳ ଷ୍ଟିଲ ଉତ୍ପାଦନ ସୁବିଧା ଯୋଗୁ କେନ୍ଦ୍ରାପଡ଼ା ଓ ଓଡ଼ିଶାକୁ ବିଶ୍ୱର ଇସ୍ପାତ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ମିଳିପାରିବ। ଏହି ନିବେଶ ମାଧ୍ୟମରେ ରାଜ୍ୟ ସରକାର ମଧ୍ୟ ସମଗ୍ର ଅଂଚଳର ସାମାଜିକ ଓ ଅର୍ଥନୀତିକ ବିକାଶକୁ ତ୍ୱରାନ୍ୱିତ କରାଇ ପାରିବେ। ଏହି ମେଗା ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ୭ବର୍ଷ ମଧ୍ୟରେ ଶେଷ ହେବ ।

ଏହି ପ୍ରକଳ୍ପ ନିମନ୍ତେ ଆବଶ୍ୟକ ସୁବିଧା ଯଥା- ଲଜିଷ୍ଟିକ୍ ଭିତ୍ତିଭୂମି, ବିଦ୍ୟୁତ, ଜଳ ଆଦି ସହ ସମସ୍ତ ବୈଧାନିକ କ୍ଲିଅରାନ୍ସକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ସରକାରୀ ଏଜେନ୍ସୀ ପ୍ରଦାନ କରିବେ। ଯାହାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚସ୍ତରୀୟ କମିଟି ତଦାରଖ କରିବ। ଏହି ବିପୁଳ ପୁଞ୍ଜିନିବେଶ ସହ ଓଡ଼ିଶା ଗତ ବର୍ଷକ ମଧ୍ୟରେ ୨.୭୦ଲକ୍ଷ କୋଟି ଟଙ୍କାର ନିବେଶ ସଂଗ୍ରହ କରିପାରିଛି। ଯାହାକି ରାଜ୍ୟରେ ୧.୬ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଓଡ଼ିଶା ମଧ୍ୟ ଦେଶର ସର୍ବବୃହତ୍ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ପାଲଟିଛି । ଏଭଳି ପ୍ରକଳ୍ପ ଦ୍ୱାରା ୨୦୩୦ ମସିହା ସୁଦ୍ଧା ରାଜ୍ୟରେ ବାର୍ଷିକ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ସମ୍ଭବପର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story