ଅଂଶୁପା ନିକଟରେ ଧରାପଡ଼ିଲେ ୨, ଜବତ ହେଲା ୧.୩୦ କୋଟିର ବ୍ରାଉନ୍‌ସୁଗାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କଟକ ଜିଲ୍ଲା ବାଙ୍କୀ ଥାନା ଅଂଶୁପା ହ୍ରଦ ନିକଟରେ ଡିଲ ଚାଲିଥିବା ବେଳେ ୧କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର ଜବତ କଲା କ୍ରାଇମବ୍ରାଞ୍ଚ STF। ଏତେ ପରିମାଣର ବ୍ରାଉନ ସୁଗାର ସହ ଦୁଇ ସ୍ମଗଲରକୁ STF ଗିରଫ କରିଛି। ସେମାନେ ହେଲେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଶୋଳା ଗ୍ରାମର ଯୁମେଶ ସାହୁ ଏବଂ କଟକ ଜିଲ୍ଲା ଅଠଗଡ଼ ଥାନା ଅନ୍ତର୍ଗତ ବଡ଼ଭୂମୀ ଗ୍ରାମର ହେମନ୍ତ ପ୍ରଧାନ।  ଜବତ ହୋଇଥିବା […]

two

two

Niranjan Mishra
  • Published: Sunday, 04 December 2022
  • Updated: 04 December 2022, 03:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କଟକ ଜିଲ୍ଲା ବାଙ୍କୀ ଥାନା ଅଂଶୁପା ହ୍ରଦ ନିକଟରେ ଡିଲ ଚାଲିଥିବା ବେଳେ ୧କେଜି ୩୩୫ ଗ୍ରାମ ବ୍ରାଉନ ସୁଗାର ଜବତ କଲା କ୍ରାଇମବ୍ରାଞ୍ଚ STF। ଏତେ ପରିମାଣର ବ୍ରାଉନ ସୁଗାର ସହ ଦୁଇ ସ୍ମଗଲରକୁ STF ଗିରଫ କରିଛି। ସେମାନେ ହେଲେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଶୋଳା ଗ୍ରାମର ଯୁମେଶ ସାହୁ ଏବଂ କଟକ ଜିଲ୍ଲା ଅଠଗଡ଼ ଥାନା ଅନ୍ତର୍ଗତ ବଡ଼ଭୂମୀ ଗ୍ରାମର ହେମନ୍ତ ପ୍ରଧାନ।  ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ୩୦ ଲକ୍ଷ ହେବ।  ସେମାନଙ୍କ ଠାରୁ ଏକ କାର୍ ମଧ୍ୟ ଜବତ କରିଛି ଏସ୍‌ଟିଏଫ୍।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍ ଚଢ଼ାଉ କରି ଏହି ନିଶା କାରବାରକୁ ଧରିପାରିଛି। ସେମାନେ କାର ଯୋଗେ ବ୍ରାଉନସୁଗାର ନେଇ ଯାଉଥିଲେ। ଗିରଫ ସ୍ମଗଲରଙ୍କୁ କଟକ ଜିଲ୍ଲା କୋର୍ଟକୁ ଚାଲାଣ କରାଯିବ। ଏନେଇ ଏକ ମାମଲା ରୁଜୁ କରି ଏହି ନିଶା କାରବାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ ଚାଲିଥିବା ଏସ୍‌ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।

୨୦୨୦ରୁ ଏ ପର୍ଯ୍ୟନ୍ତ କରାଇମବ୍ରାଞ୍ଚ STF ୬୫ କେଜିରୁ ଅଧିକ ବ୍ରାଉନ ସୁଗାର ଜବତ କଲାଣି। ଯେତେବେଳେ କି ନିଶା କାରବାର ରୋକିବା ନିମନ୍ତେ ଚଳାଇଥିବା ସ୍ୱତନ୍ତ୍ର ଅଭିଯାନରେ ୧୬୫ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story