ସାବଧାନ! ଶନିବାର ସନ୍ଧ୍ୟାରୁ ଭୁବନେଶ୍ୱରରେ କଡ଼ା ଚେକିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର କରୋନା କଟକଣା ନାହିଁ। ତେଣୁ ରାଜଧାନୀ ଭୁବନେଶ୍ୱରରେ ଜମିବ ଜିରୋ ନାଇଟ୍ ସେଲିବ୍ରେସନ।  ରାସ୍ତାଘାଟରେ ବି ଭିଡ଼ ଜମିବ। ଏହାକୁ ଦୃଷ୍ଟିରେ ରଖି ଚେକିଂ ଓ ବ୍ଳକିଂକୁ କଡ଼ାକଡ଼ି କରିବାକୁ ପ୍ରସ୍ତୁତ ହୋଇଛି କମିଶନରେଟ୍ ପୁଲିସ୍। ଆସନ୍ତା ଶନିବାର ଅର୍ଥାତ୍ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୭ଟା ରୁ ରାତି ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ ରାସ୍ତାରେ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି ଭାବେ କରିବ। ସହରର ୨୮ଟି ସ୍ଥାନରେ […]

BBSR

BBSR

Jitendra Garnayak
  • Published: Tuesday, 27 December 2022
  • Updated: 27 December 2022, 07:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର କରୋନା କଟକଣା ନାହିଁ। ତେଣୁ ରାଜଧାନୀ ଭୁବନେଶ୍ୱରରେ ଜମିବ ଜିରୋ ନାଇଟ୍ ସେଲିବ୍ରେସନ।  ରାସ୍ତାଘାଟରେ ବି ଭିଡ଼ ଜମିବ। ଏହାକୁ ଦୃଷ୍ଟିରେ ରଖି ଚେକିଂ ଓ ବ୍ଳକିଂକୁ କଡ଼ାକଡ଼ି କରିବାକୁ ପ୍ରସ୍ତୁତ ହୋଇଛି କମିଶନରେଟ୍ ପୁଲିସ୍।

ଆସନ୍ତା ଶନିବାର ଅର୍ଥାତ୍ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୭ଟା ରୁ ରାତି ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ ରାସ୍ତାରେ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି ଭାବେ କରିବ। ସହରର ୨୮ଟି ସ୍ଥାନରେ ଚେକ୍‌ ପୋଷ୍ଟ୍ କରାଯିବ। ଯେଉଁମାନେ ଦ୍ରୁତଗତି କିମ୍ବା ବେଆଇନ ଭାବେ ଗାଡ଼ି ଚଲାଉଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ ପିଇ ଗାଡ଼ି ଚଲାଉଥିବା ଲୋକଙ୍କ ଉପରେ ନଜର ରଖାଯିବ। ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ ଓ ୩ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହେବେ। ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ।

ଖୋଲାସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ ରାତି ୧୦ ଟା ପର୍ଯ୍ୟନ୍ତ ଏବଂ ହୋଟେଲ ବା ଇନ୍‌ଡୋରରେ ରାତି ୧୨ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁମତି ମିଳିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ଯେଉଁ ହୋଟେଲ ଜିରୋ ନାଇଟ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି, ସେଠାରେ ସ୍ଵତନ୍ତ୍ର ପୁଲିସ ନିୟୋଜିତ ହେବେ। ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଜନଗହଳିକୁ ନଜରରେ ରଖି ୧୦ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯିବ। ନୂଆବର୍ଷ ଦିନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ସ୍ୱତନ୍ତ୍ର ଅଫିସର ନଜର ରଖିବେ।

ଚେକିଂ ଓ ବ୍ଲକିଂ ପାଇଁ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ୪ ଅତିରିକ୍ତ ଡିସିପି, ୭ ଏସିପି ଓ ୨୩ ଇନ୍ସପେକ୍ଟରଙ୍କ ସମେତ ମୁତୟନ ହେବେ ୧୩ ପ୍ଲାଟୁନ ପୁଲିସ ଫୋର୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story