ସାର୍‌ଙ୍କ ନିର୍ଦ୍ଦେଶ ପାଠ ପଢ଼ନି, କାମ କର

ଯାଜପୁର(ଓଡ଼ିଶା ରିପୋର୍ଟର): ସାର୍‌ଙ୍କ ନିର୍ଦ୍ଦେଶ ପାଠ ପଢ଼ନି, କାମ କର। ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ଘଟିଛି ଏହି ଘଟଣା। ପାଠପଢ଼ା ସମୟରେ ପାଠ ନ ପଢ଼ି ସ୍କୁଲ ମରାମତି କାର୍ଯ୍ୟ କରୁଛନ୍ତି କୋମଳମତି ଛାତ୍ରଛାତ୍ରୀ। ଯାଜପୁର ବଡ଼ଚଣା ବ୍ଲକ ବାହାଦୁରନଗର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି।  ସ୍କୁଲ ଛାତ୍ରମାନେ ସାବଳ, ହାତୁଡ଼ି, ନିହଣ ପ୍ରଭୃତି ଧାରୁଆ ଅସ୍ତ୍ରଶସ୍ତ୍ର ଧରି ସ୍କୁଲ ଶ୍ରେଣୀ ଗୃହ ମରାମତିରେ ନିୟୋଜିତ ହୋଇଛି। ଏହାର ଭିଡ଼ିଓ […]

student-on-work

student-on-work

Niranjan Mishra
  • Published: Sunday, 17 July 2022
  • Updated: 17 July 2022, 08:34 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): ସାର୍‌ଙ୍କ ନିର୍ଦ୍ଦେଶ ପାଠ ପଢ଼ନି, କାମ କର। ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ଘଟିଛି ଏହି ଘଟଣା। ପାଠପଢ଼ା ସମୟରେ ପାଠ ନ ପଢ଼ି ସ୍କୁଲ ମରାମତି କାର୍ଯ୍ୟ କରୁଛନ୍ତି କୋମଳମତି ଛାତ୍ରଛାତ୍ରୀ। ଯାଜପୁର ବଡ଼ଚଣା ବ୍ଲକ ବାହାଦୁରନଗର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି।  ସ୍କୁଲ ଛାତ୍ରମାନେ ସାବଳ, ହାତୁଡ଼ି, ନିହଣ ପ୍ରଭୃତି ଧାରୁଆ ଅସ୍ତ୍ରଶସ୍ତ୍ର ଧରି ସ୍କୁଲ ଶ୍ରେଣୀ ଗୃହ ମରାମତିରେ ନିୟୋଜିତ ହୋଇଛି। ଏହାର ଭିଡ଼ିଓ ଭାଇରାଲ ହେବା ପରେ ଅଲୋଚନା ଓ ସମାଲୋଚନା ବଢ଼ିବାରେ ଲାଗିଛି।

ସ୍କୁଲର କୁନି କୁନି ପିଲାମାନେ ଶ୍ରମିକ ସାଜି କାମ କରୁଛନ୍ତି। କଅଁଳ ହାତରେ ବହି ଖାତା ଧରିବା ବଦଳରେ ଶାବଳ ଓ ହାତୁଡ଼ି ଧରି ଚଟାଣ ଖୋଳୁଛନ୍ତି। ପିଲାମାନଙ୍କୁ କାମରେ ଲଗାଇ ଶିକ୍ଷକ ଚେୟାର ପକାଇ କାର୍ଯ୍ୟକୁ ପରଖୁଛନ୍ତି। ପିଲାମାନଙ୍କୁ ବିପଦସଙ୍କୁଳ କାମରେ ଲଗାଇ ଶିକ୍ଷକ ଚୁପ୍ ହୋଇ ବସିଛନ୍ତି। ସେମାନଙ୍କୁ ବିଶୃଙ୍ଖଳିତ କରିବାରେ ଲାଗି ପଡ଼ିଛନ୍ତି।

ସରକାର ସ୍କୁଲ ଗୁଡିକୁ ରୁପାନ୍ତରଣ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ଟଙ୍କା ଖର୍ଚ୍ଚରେ ସ୍କୁଲ ଚକାଚକ ହେଉଛି। ଫାଇଭ୍-ଟି କଥା କୁହାଯାଉଛି। ତେବେ ଯାଜପୁର ଜିଲ୍ଲା ବାହାଦୁରନଗର ସରକାରୀ ସ୍କୁଲର ଏ ଚିତ୍ର ଗଣଶିକ୍ଷା ବିଭାଗର ଅପାରଗତାକୁ ପଦାରେ ପକାଉଛି। ତେବେ ଏନେଇ ସମ୍ପୃକ୍ତ ଶିକ୍ଷକ କିମ୍ବା ଗଣଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story