ଆଡମିଶନ୍ ପାଇଁ ଟଙ୍କା ଦେଇପାରିଲେନି ବାପା, ଆତ୍ମହତ୍ୟା କଲା ପୁଅ

ଭବାନୀପାଟଣା: ଆଡମିଶନ୍ ପାଇଁ ବାପା ଦେଇପାରିଲେନି ଟଙ୍କା। ଫଳରେ କଲେଜ ନାମ ନଲେଖାଇ ପାରିବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ର। ଏଭଳି ଏକ ଅଭାବନୀୟ ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା କେଲୁଆ ଗାଁରେ। କେଲୁଆ ଗାଁର ଶ୍ୟାମ ମାଝୀଙ୍କ ପୁଅ ସଞ୍ଜୟ ମାଝୀ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିଲେ ଏବଂ ସେଥିରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। ଏହା ପରେ ସେ ଆଗକୁ ଆହୁରି ପାଠପଢ଼ା +୨ରେ ନାମ ଲେଖାଇବା ପାଇଁ ବାପା ଶ୍ୟାମଙ୍କୁ […]

suicide

suicide

Ranjit Kumar Jena
  • Published: Friday, 09 October 2020
  • Updated: 09 October 2020, 11:13 AM IST

Sports

Latest News

ଭବାନୀପାଟଣା: ଆଡମିଶନ୍ ପାଇଁ ବାପା ଦେଇପାରିଲେନି ଟଙ୍କା। ଫଳରେ କଲେଜ ନାମ ନଲେଖାଇ ପାରିବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ର। ଏଭଳି ଏକ ଅଭାବନୀୟ ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା କେଲୁଆ ଗାଁରେ।

କେଲୁଆ ଗାଁର ଶ୍ୟାମ ମାଝୀଙ୍କ ପୁଅ ସଞ୍ଜୟ ମାଝୀ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିଲେ ଏବଂ ସେଥିରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। ଏହା ପରେ ସେ ଆଗକୁ ଆହୁରି ପାଠପଢ଼ା +୨ରେ ନାମ ଲେଖାଇବା ପାଇଁ ବାପା ଶ୍ୟାମଙ୍କୁ କହିଥିଲେ। କିନ୍ତୁ ବାପାଙ୍କ ପାଖରେ ଟଙ୍କା ନଥିବାରୁ ସଞ୍ଜୟଙ୍କ ଆଡମିଶନ ହୋଇପାରିନଥିଲା। ତେବେ ବାପା ତାଙ୍କୁ ଆସନ୍ତାବର୍ଷ ଆଡମିଶନ କରିବାକୁ କହିଥିଲେ।

ଏହା ପରେ ସଞ୍ଜୟଙ୍କ ବାପା-ମା' କ୍ଷେତ କରିବାକୁ ଚାଲିଯାଇଥିଲେ। +୨ରେ ଆଡମିଶନ୍ ନକରିବାରୁ ସଞ୍ଜୟ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ ଏବଂ ଘରେ ଥିବା କୀଟନାଶକକୁ ପିଇ ଦେଇଥିଲେ। ଯାହା ପରେ ସଞ୍ଜୟଙ୍କ ଭଉଣୀ ସରିତା ଭାଇର ଏଭଳି ଅବସ୍ଥା ଦେଖି ବାପା-ମାଙ୍କୁ ଖବର ଦେଇଥିଲେ।

ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସଞ୍ଜୟଙ୍କୁ ଚିକିତ୍ସା ନିମନ୍ତେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟଙ୍କ ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story