ଆଦର୍ଶ ବିଦ୍ୟାଳୟରେ ତଳେ ବସି ପଢୁଛନ୍ତି ପିଲା

ବାସୁଦେବପୁର (କିରିଟି ଦାସ): ଇଏ ଆମ ଆଦର୍ଶ ବିଦ୍ୟାଳୟ। ଯେଉଁଠି ଗ୍ରାମାଞ୍ଚଳ ପିଲାଙ୍କୁ ସିବିଏସ୍‌ଇ ଢାଞ୍ଚାରେ ପାଠ ପଢ଼ାଇବା ପାଇଁ ସ୍ୱପ୍ନ ଦେଖାଇଥିଲେ ରାଜ୍ୟ ସରକାର। ହେଲେ ସେଠି ଆଜି ପିଲାମାନେ ତଳେ ତମ୍ୱୁରେ ବସି ପାଠ ପଢ଼ୁଛନ୍ତି। ଦୁଇ ଶ୍ରେଣୀର ୪ ସେକ୍‌ସନ୍‌ ପାଇଁ ଅଛନ୍ତି ମାତ୍ର ୩ ଶିକ୍ଷକ। ଯାହାଫଳରେ ପିଲାମାନେ ପାଠ ପଢ଼ିବାରେ ନାନା ଅସୁବିଧାରେ ପଡ଼ୁଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଇରମଠାରେ ୫୩୯.୧୮ଲକ୍ଷ ଟଙ୍କା ବ୍ୟୟଅଟକଳରେ ନିର୍ମାଣ କରାଯାଇଛି ଓଡ଼ିଶା […]

Bhadrak

Bhadrak

Manoranjan Sial
  • Published: Saturday, 16 April 2022
  • Updated: 16 April 2022, 04:19 PM IST

ବାସୁଦେବପୁର (କିରିଟି ଦାସ): ଇଏ ଆମ ଆଦର୍ଶ ବିଦ୍ୟାଳୟ। ଯେଉଁଠି ଗ୍ରାମାଞ୍ଚଳ ପିଲାଙ୍କୁ ସିବିଏସ୍‌ଇ ଢାଞ୍ଚାରେ ପାଠ ପଢ଼ାଇବା ପାଇଁ ସ୍ୱପ୍ନ ଦେଖାଇଥିଲେ ରାଜ୍ୟ ସରକାର। ହେଲେ ସେଠି ଆଜି ପିଲାମାନେ ତଳେ ତମ୍ୱୁରେ ବସି ପାଠ ପଢ଼ୁଛନ୍ତି। ଦୁଇ ଶ୍ରେଣୀର ୪ ସେକ୍‌ସନ୍‌ ପାଇଁ ଅଛନ୍ତି ମାତ୍ର ୩ ଶିକ୍ଷକ। ଯାହାଫଳରେ ପିଲାମାନେ ପାଠ ପଢ଼ିବାରେ ନାନା ଅସୁବିଧାରେ ପଡ଼ୁଛନ୍ତି।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଇରମଠାରେ ୫୩୯.୧୮ଲକ୍ଷ ଟଙ୍କା ବ୍ୟୟଅଟକଳରେ ନିର୍ମାଣ କରାଯାଇଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ଫେବ୍ରୁଆରୀ ୨୮ ତାରିଖରୁ ପାଠ ପଢ଼ା ଆରମ୍ଭ ହୋଇଛି। ସପ୍ତମ ଶ୍ରେଣୀରେ ୭୮ ଜଣ ଓ ଅଷ୍ଟମ ଶ୍ରେଣୀରେ ୭୯ ଜଣ ପିଲା ଆଡ୍‌ମିଶନ୍‌ ହୋଇଛନ୍ତି। ଦୁଇଟି ଶ୍ରେଣୀର ୧୫୭ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୪ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛୁଟିରେ ରହିଛନ୍ତି। କହିବାକୁ ଗଲେ ୩ ଜଣ ଶିକ୍ଷକରେ ଚାଲିଛି ପାଠ ପଢ଼ା।  ଦୁଇଟି ଶ୍ରେଣୀର ପିଲାଙ୍କୁ ୪ଟି ସେକ୍‌ସନ୍‌ରେ ବିଭକ୍ତ କରାଯାଇ ୪ଟି ରୁମ୍‌ରେ ତିନିଜଣ ଶିକ୍ଷକ ପାଳି କରି ପାଠ ପଢାଉଛନ୍ତି।

[caption id="attachment_727913" align="aligncenter" width="650"]Adarsh-Vidyalaya ବାସୁଦେବପୁରରେ ନିର୍ମାଣ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ[/caption]

କେବଳ ଏତିକିରେ ବିଦ୍ୟାଳୟର ସମସ୍ୟା ସରିନାହିଁ। ଶ୍ରେଣୀଗୃହରେ ପିଲାଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇନାହିଁ। ପିଲାଙ୍କ ପାଇଁ ବେଞ୍ଚ ଓ ଡେସ୍କ ବ୍ୟବସ୍ଥା କରାଯାଇ ନାହିଁ। ଯାହାଫଳରେ ପିଲାମାନେ ଶ୍ରେଣୀ ଗୃହ ଭିତରେ ତଳେ ଜରିପାଲରେ ବସିଥିବା ଦେଖିବାକୁ ମିଳିଛି। ଠିକ୍‌ ସେହିପରି ବିଦ୍ୟାଳୟରେ ପିଇବା ପାଣି ବ୍ୟବସ୍ଥା ନାହିଁ। ଏଥିସହ ବିଦ୍ୟାଳୟ ପରିସରକୁ ସଫା ସୁତୁରା ରଖାଯାଉନାହିଁ। ଏଥିପାଇଁ କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ପାରିନାହିଁ।

ସମସ୍ତ ବ୍ୟବସ୍ଥା ଉପରେ ନଜର ପକାଇଲେ ଇରମ ଆଦର୍ଶ ବିଦ୍ୟାଳୟର କେନ୍ଦ୍ରୀୟ ଢାଞ୍ଚାକୁ ପରିହାସ କରୁଛି। ଏଭଳି ଅବ୍ୟବସ୍ଥାକୁ ନେଇ ଅବିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, କରୋନା ପରେ ବିଦ୍ୟାଳୟ ଖୋଲିଛି। ପିଲାମାନେ ବିଦ୍ୟାଳୟକୁ ଆସୁଛନ୍ତି। ପିଲାଙ୍କ ବସିବା ପାଇଁ ଟେଣ୍ଡର ପ୍ରୋସେସ୍‌ ସରିଛି। ଏପରିକି ଗୋଟିଏ ଶ୍ରେଣୀ ପାଇଁ ବେଞ୍ଚ ଓ ଡେସ୍କ ଆସିଯାଇଛି। ଆଉ ଗୋଟିଏ କ୍ଲାସ୍‌ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଯାଇଛି। ଖବ୍‌ ଶୀଘ୍ର ବେଞ୍ଚ ଓ ଡେସ୍କ ଆସିଯିବ। ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ୪ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ବାକି ଶିକ୍ଷକ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଉଛି। ଆମେ ତରବରିଆ ଭାବେ ସ୍କୁଲ ଖୋଲି ନାହିଁ। ଦୁଇ ବର୍ଷ ପରେ ସ୍କୁଲ ଖୋଲିଥିବାରୁ ବହୁ ଭାବି ଚିନ୍ତି ଖୋଲିଛୁ ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story