ଶିଶୁଦିବସ ଉତ୍ସବ ଛାଡି ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

<p>ମାଲକାନଗିରି (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶିଶୁ ଦିବସ ଧୁମଧାମରେ ପାଳନ କରାଯାଉଛି। ହେଲେ ଏହି ଅବସରରେ ଶିଶୁଦିବସ ପାଳନ ଛାଡି ମାଲକାନଗିରି ଜିଲ୍ଲା ଆମ୍ବିକିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସ୍କୁଲର ଭିତ୍ତିଭୂମି ସମସ୍ୟାର ସମାଧାନ ଦାବିରେ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଲା ପକାଇ ରାସ୍ତା ଅବରୋଧ କରିଛନ୍ତି।</p> <p>ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ ଯୋଗୁଁ ଗୋବିନ୍ଦପାଲ୍ଲୀ-ବାଲିମେଳାକୁ ଗାଡି ଚଳାଚଳ ପ୍ରଭାବିତ ହୋଇଛି।</p>

Ordigital Desk
  • Published: Tuesday, 14 November 2017
  • Updated: 14 November 2017, 05:17 PM IST

Sports

Latest News

<p>ମାଲକାନଗିରି (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶିଶୁ ଦିବସ ଧୁମଧାମରେ ପାଳନ କରାଯାଉଛି। ହେଲେ ଏହି ଅବସରରେ ଶିଶୁଦିବସ ପାଳନ ଛାଡି ମାଲକାନଗିରି ଜିଲ୍ଲା ଆମ୍ବିକିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସ୍କୁଲର ଭିତ୍ତିଭୂମି ସମସ୍ୟାର ସମାଧାନ ଦାବିରେ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଲା ପକାଇ ରାସ୍ତା ଅବରୋଧ କରିଛନ୍ତି।</p><p>ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ ଯୋଗୁଁ ଗୋବିନ୍ଦପାଲ୍ଲୀ-ବାଲିମେଳାକୁ ଗାଡି ଚଳାଚଳ ପ୍ରଭାବିତ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos