ମେ’ ୧ରୁ ୯ ଯାଏଁ ମାଟ୍ରିକ ଖାତା ଯାଞ୍ଚ; ବୋର୍ଡ ୱେବସାଇଟ୍‌ରେ ଆବେଦନ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଓଡ଼ିଶା ଦ୍ୱାରା ପରିଚାଳିତ ମାଟ୍ରିକ୍‌ ଉତ୍ତର ଖାତା ଯାଞ୍ଚ ହେବ। ଏଥିପାଇଁ ଛାତ୍ରଛାତ୍ରୀମାନେ ମେ’ ୧ରୁ ୯ ତାରିଖ ମଧ୍ୟରେ ବୋର୍ଡ ୱେବସାଇଟ୍‌ରେ ଆବେଦନ କରିବେ। ଛାତ୍ରଛାତ୍ରୀମାନେ ନିଜ ରୋଳ ନମ୍ୱର ଓ ମା’ଙ୍କ ନାଁ ଲେଖି ଆବେଦନ କରିପାରିବେ। ଅବ୍‌ଜେକ୍ଟିଭ ଖାତା ପାଇଁ ଛାତ୍ରଛାତ୍ରୀଙ୍କୁ ୧୦୦ ଓ ସବ୍‌ଜେକ୍ଟିଭ୍‌ ଖାତା ପାଇଁ ୨୦୦ ଟଙ୍କା ଦେୟ ପୈଠ କରିବାକୁ ପଡ଼ିବ। ଗତକାଲି ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। […]

bord

bord

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 06:52 PM IST

Sports

Latest News

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଓଡ଼ିଶା ଦ୍ୱାରା ପରିଚାଳିତ ମାଟ୍ରିକ୍‌ ଉତ୍ତର ଖାତା ଯାଞ୍ଚ ହେବ। ଏଥିପାଇଁ ଛାତ୍ରଛାତ୍ରୀମାନେ ମେ’ ୧ରୁ ୯ ତାରିଖ ମଧ୍ୟରେ ବୋର୍ଡ ୱେବସାଇଟ୍‌ରେ ଆବେଦନ କରିବେ। ଛାତ୍ରଛାତ୍ରୀମାନେ ନିଜ ରୋଳ ନମ୍ୱର ଓ ମା’ଙ୍କ ନାଁ ଲେଖି ଆବେଦନ କରିପାରିବେ। ଅବ୍‌ଜେକ୍ଟିଭ ଖାତା ପାଇଁ ଛାତ୍ରଛାତ୍ରୀଙ୍କୁ ୧୦୦ ଓ ସବ୍‌ଜେକ୍ଟିଭ୍‌ ଖାତା ପାଇଁ ୨୦୦ ଟଙ୍କା ଦେୟ ପୈଠ କରିବାକୁ ପଡ଼ିବ।

ଗତକାଲି ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। A1 ଗ୍ରେଡ୍‌ରେ ମୋଟ୍ ୨୪୧୬ ପିଲା ଉତ୍ତୀର୍ଣ୍ଣ ହୋଇଥିଲେ। A2 ଗ୍ରେଡରେ ୨୩,୪୭୨ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ  B1ରେ ୬୧,୯୮୧, B2 ରେ ୧,୦୧,୫୪୮, C ଗ୍ରେଡ୍‌ରେ ୧,୨୪,୨୮୨,  D ଗ୍ରେଡ୍‌ରେ ୧,୧୭, ୯୭୫, E ଗ୍ରେଡ୍‌ରେ ୫୪,୭୧୪ ଓ F ଗ୍ରେଡ୍‌ରେ ୭୬,୬୮୯  ପିଲା ପାସ୍‌ କରିଥିଲେ।

ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨,୩୮,୦୯୨ ଜଣ ପୁଅ ପାସ୍ କରିଥିବା ବେଳେ  ୨,୪୭, ୮୯୬ ଜଣ ଝିଅ ପାସ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story