‘ଜଙ୍ଗଲ ରାସ୍ତାରେ ୫ କି.ମି. ଗଲେ ସ୍କୁଲ, ପ୍ରଥମ ଶ୍ରେଣୀ ପିଲା ଯିବ କେମିତି’

କାମାକ୍ଷାନଗର(ବିଦ୍ୟାଧର ବରାଳ): ଜଙ୍ଗଲ, ପାହାଡ଼ ଭିତରେ ୫ କିଲୋମିଟର ରାସ୍ତା। ଏହି ରାସ୍ତା ଡେଇଁଲେ ପଡ଼ିବ ସ୍କୁଲ। କୁହନ୍ତୁ ତ ଆଜ୍ଞା ଗୋଟିଏ ପ୍ରଥମ ଶ୍ରେଣୀ ପିଲା କେମିତି ଏତେ ବାଟ ଚାଲିଚାଲି ଯାଇ ପାଠପଢ଼ିବ। ଏହି ଜଙ୍ଗଲ ଭିତରେ ହାତୀ, ମାଙ୍ଗଡ଼ ଉତ୍ପାତ କରୁଛନ୍ତି। ଏକାଧିକ ନାଳ ରହିଛି। ବଢ଼ି ପାଣିରେ ସବୁ ନାଳ ପୂରିଛି। ପିଲାଙ୍କ ଭଲ ମନ୍ଦ ହେଲେ କିଏ ବୁଝିବ। ଆମ ଗାଁ ସ୍କୁଲ କାହିଁକି ବନ୍ଦ କଲ। ତୁରନ୍ତ ଖୋଲ। […]

school-12

school-12

Niranjan Mishra
  • Published: Tuesday, 19 July 2022
  • Updated: 19 July 2022, 05:45 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ଜଙ୍ଗଲ, ପାହାଡ଼ ଭିତରେ ୫ କିଲୋମିଟର ରାସ୍ତା। ଏହି ରାସ୍ତା ଡେଇଁଲେ ପଡ଼ିବ ସ୍କୁଲ। କୁହନ୍ତୁ ତ ଆଜ୍ଞା ଗୋଟିଏ ପ୍ରଥମ ଶ୍ରେଣୀ ପିଲା କେମିତି ଏତେ ବାଟ ଚାଲିଚାଲି ଯାଇ ପାଠପଢ଼ିବ। ଏହି ଜଙ୍ଗଲ ଭିତରେ ହାତୀ, ମାଙ୍ଗଡ଼ ଉତ୍ପାତ କରୁଛନ୍ତି। ଏକାଧିକ ନାଳ ରହିଛି। ବଢ଼ି ପାଣିରେ ସବୁ ନାଳ ପୂରିଛି। ପିଲାଙ୍କ ଭଲ ମନ୍ଦ ହେଲେ କିଏ ବୁଝିବ। ଆମ ଗାଁ ସ୍କୁଲ କାହିଁକି ବନ୍ଦ କଲ। ତୁରନ୍ତ ଖୋଲ। ଶିକ୍ଷକ ନିଯୁକ୍ତ କର। ପିଲାମାନେ ସେହିଠାରେ ପାଠପଢ଼ିବେ। ଆଜି ଜିଲ୍ଲାପାଳଙ୍କୁ ଘେରି ଯାଇ ଏଭଳି ଦାବି କରିଥିଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ପଞ୍ଚାୟତ ଅନ୍ତର୍ଗତ ଚକ୍ରଧରପୁର ଗାଁର ଲୋକେ।

ଘଟଣା ବୁଝିବା ପରେ ଜଣାପଡ଼ିଛି, ଦୁଇ ବର୍ଷ ହେବ ଚକ୍ରଧରପୁର ଗ୍ରାମରେ ଥିବା ସ୍କୁଲଟି ବନ୍ଦ କରିଦିଆଯାଇଛି। ସରକାରଙ୍କ ନୂଆ ଗାଇଡ଼ ଲାଇନ ଅନୁଯାୟୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ଆବଶ୍ୟକୀୟ  ଅନୁଯାୟୀ ଛାତ୍ରଛାତ୍ରୀ ନଥିବା ଦର୍ଶାଇ ଏହାକୁ ବନ୍ଦ କରି ଦିଆଯାଇଛି। ସ୍କୁଲ ଘର ଅଛି ସତ। ହେଲେ ପାଠପଢ଼ାଇବାକୁ କେହି ନାହାନ୍ତି।

ଗାଁ ନିକଟରେ ଅନ୍ୟ କୌଣସି ପ୍ରାଥମିକ ସ୍କୁଲ ନାହିଁ। ଗାଁ ଠାରୁ ୫ କିଲୋମିଟର ଦୂରରେ ଗୋଟିଏ ପ୍ରାଥମିକ ସ୍କୁଲ ଅଛି। ତାହା ପୁଣି ଜଙ୍ଗଲ, ପାହାଡ଼, ନାଳ, ରେଳଲାଇନ୍ ପ୍ରଭୃତି ଡେଇଁ ଯିବା ପରେ ପଡ଼ିବ। ତେଣୁ ଏହି ଗାଁ ପିଲାମାନେ ପାଠପଢ଼ିବାରେ ଅସୁବିଧା ଭୋଗୁଛନ୍ତି। ତେଣୁ ଗାଁରେ ରହିଥିବା ସ୍କୁଲରେ ଶିକ୍ଷକ ମୁତାୟନ କରି ତୁରନ୍ତ ପାଠପଢ଼ା ବ୍ୟବସ୍ଥା କରିବାକୁ ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଘେରି ନିବେଦନ କରିଥିଲେ।

ବ୍ଲକ କାର୍ଯ୍ୟାଳୟରେ ଜନଶୁଣାଣି ଥିବାରୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ପରଜଙ୍ଗ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ସେ ଗାଡ଼ିରୁ  ଓହ୍ଲାଇବା ମାନେ ସମସ୍ତ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ସହ ଜିଲ୍ଲାପାଳଙ୍କ ଗାଡ଼ି ପାଖରେ ହିଁ ଘେରି ଯାଇଥିଲେ। ତେବେ ଜିଲ୍ଲାପାଳଙ୍କ ଚିରାଚରିତ ଉତ୍ତର ସେ ଏ ନେଇ ବିଇଓଙ୍କ ସହ ଅଲୋଚନା କରିଛନ୍ତି। ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ସେଠାରୁ ଯାହା ନିର୍ଦ୍ଦେଶ ଆସିବ ତାହା କରାଯିବ। ଏଭଳି ଉତ୍ତରକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗାଁ ସ୍କୁଲକୁ ନ ଖୋଲିଲେ ସେମାନେ ପିଲାମାନଙ୍କୁ କୌଣସି ପରିସ୍ଥିତିରେ ୫ କିଲୋମିଟର ଦୂର ସ୍କୁଲକୁ ପାଠପଢ଼ାଇବା ପାଇଁ ଛାଡ଼ିବେ ନାହିଁ ବୋଲି କହିଛନ୍ତି।

[caption id="attachment_750343" align="aligncenter" width="650"] ବନ୍ଦ ହୋଇଯାଇଥିବା ସ୍କୁଲ।[/caption]

ଅଭିଭାବକ ପ୍ରଭାତୀ ସାମଲ କହିଛନ୍ତି, ସର୍ବଶିକ୍ଷା ଅଭିଯାନରେ ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ନାରା ଦିଆ ଯାଉଛି। ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାରଙ୍କ ବହୁ ଯୋଜନା। ହେଲେ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନଙ୍କ ସୁବିଧାକୁ ସରକାର ଆଖି ବୁଜିଦେବା ପରିତାପର ବିଷୟ। ତେଣୁ ୨ ବର୍ଷ ହେବ ପିଲାମାନେ ପାଠପଢ଼ିବାକୁ ଯାଇପାରୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story