‘ଆମ ସାର୍‌ ନ ରହିଲେ ସ୍କୁଲ ଆସିବୁନି’

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଵ୍ଲକ ଜଗନ୍ନାଥ ପ୍ରସାଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରତାପ ମହାଳିକଙ୍କ ଵଦଳିକୁ ପ୍ରତିଵାଦ କରି ଆଜି ସ୍କୁଲର ଛାତ୍ରଛାତ୍ରୀ ଵିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ଶିକ୍ଷକଙ୍କ ଵଦଳିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଯେଉଁ ପର୍ଯ୍ୟନ୍ତ ଶିକ୍ଷକଙ୍କ ଵଦଳିକୁ ପ୍ରତ୍ୟାହାର କରା ନଯାଇଛି, ସେ ପର୍ଯ୍ୟନ୍ତ କ୍ଲାସରେ ବସିବୁନି ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଥିବା ଵେଳେ ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀ କେଉଁ […]

bhadrak

bhadrak

Jyoshna Pradhan
  • Published: Saturday, 14 December 2019
  • Updated: 14 December 2019, 01:48 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଵ୍ଲକ ଜଗନ୍ନାଥ ପ୍ରସାଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରତାପ ମହାଳିକଙ୍କ ଵଦଳିକୁ ପ୍ରତିଵାଦ କରି ଆଜି ସ୍କୁଲର ଛାତ୍ରଛାତ୍ରୀ ଵିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ଶିକ୍ଷକଙ୍କ ଵଦଳିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଯେଉଁ ପର୍ଯ୍ୟନ୍ତ ଶିକ୍ଷକଙ୍କ ଵଦଳିକୁ ପ୍ରତ୍ୟାହାର କରା ନଯାଇଛି, ସେ ପର୍ଯ୍ୟନ୍ତ କ୍ଲାସରେ ବସିବୁନି ବୋଲି ଛାତ୍ରଛାତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଥିବା ଵେଳେ ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀ କେଉଁ ପରିସ୍ଥିତିରେ ଶିକ୍ଷକଙ୍କ ଵଦଳି କଲେ ଵୋଲି ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ କମିଟି ପ୍ରଶ୍ନ କରିଛି।

ଏନେଇ ସ୍କୁଲର ଜଣେ ଛାତ୍ରୀ କହିଛନ୍ତି,“ ପ୍ରତାପ ମହାଳିକ ସାର୍‌ ଜଣେ ଅଭିଜ୍ଞ ଶିକ୍ଷକ। ସେ ସ୍ନେହୀ ଓ ମେଳାପି ଅଟନ୍ତି। ସେଭଳି ଶିକ୍ଷକଙ୍କୁ ଆମେ ହାତ ଛଡ଼ା କରିବା ଉଚିତ ନୁହେଁ। ସେ ଆମ ସ୍କୁଲରେ ରହିଛନ୍ତି। ଆଉ ରହିବେ। ଯଦି ସାର୍ ରହିବେ ନାହିଁ ସୋମବାରଠୁ ସ୍କୁଲକୁ ଆସିବୁ ନାହିଁ। ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍କୁଲରେ ତାଲା ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story