ସୁବାସ ଚନ୍ଦ୍ର ଖୁଣ୍ଟିଆ କର୍ଣ୍ଣାଟକର ମୁଖ୍ୟ ଶାସନ ସଚିବ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଫିସର ସୁବାସ ଚନ୍ଦ୍ର ଖୁଣ୍ଟିଆ କର୍ଣ୍ଣାଟକର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୧ରେ ସେ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ଆଜି କର୍ଣ୍ଣାଟକ ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସୁବାସ ହେଉଛନ୍ତି ୧୯୮୧ ବ୍ୟାଚ୍‌ର କର୍ଣ୍ଣାଟକ କ୍ୟାଡରର ଆଇଏଏସ୍‌। ତାଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ତୁଳଙ୍ଗ ଗାଁରେ। କର୍ଣ୍ଣାଟକରେ ଉପେନ୍ଦ୍ର ତିପ୍ରାଠୀ ସବୁଠାରୁ ବରିଷ୍ଠ ଅଧିକାରୀ ହୋଇଥିଲେ ମଧ୍ୟ ଆସନ୍ତା ମାସରେ […]

subash

subash

Rakesh Mallick
  • Published: Wednesday, 28 September 2016
  • Updated: 28 September 2016, 09:00 PM IST

Sports

Latest News

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଫିସର ସୁବାସ ଚନ୍ଦ୍ର ଖୁଣ୍ଟିଆ କର୍ଣ୍ଣାଟକର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୧ରେ ସେ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ଆଜି କର୍ଣ୍ଣାଟକ ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସୁବାସ ହେଉଛନ୍ତି ୧୯୮୧ ବ୍ୟାଚ୍‌ର କର୍ଣ୍ଣାଟକ କ୍ୟାଡରର ଆଇଏଏସ୍‌। ତାଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ତୁଳଙ୍ଗ ଗାଁରେ। କର୍ଣ୍ଣାଟକରେ ଉପେନ୍ଦ୍ର ତିପ୍ରାଠୀ ସବୁଠାରୁ ବରିଷ୍ଠ ଅଧିକାରୀ ହୋଇଥିଲେ ମଧ୍ୟ ଆସନ୍ତା ମାସରେ ସେ ଚାକିରିରୁ ଅବସର ନେଉଥିବାରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ତାଙ୍କ ନାଁକୁ ବିଚାରକୁ ନେଇ ନ ଥିଲେ। ଅନ୍ୟପକ୍ଷରେ ସୁବାସଙ୍କ ରେକର୍ଡ ବେଶ୍ ଭଲ ଥିବାରୁ ତାଙ୍କୁ ଏହି ପଦ ପାଇଁ ମୁଖ୍ୟମନ୍ତ୍ରୀ ବାଛିଥିବା ବର୍ଣ୍ଣାଟକ ସଚିବାଳୟରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story