ହାତ ମାରିଲେ ଉଠି ଯାଉଛି ପିଚୁ ରାସ୍ତା !

ନୟାଗଡ଼(ଓଡ଼ିଶା ରିପୋର୍ଟର):ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ମାତ୍ର କିଛି ସରକାରୀ କର୍ମଚାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।  ଫଳରେ ସରକାରଙ୍କ ମହତ ଲକ୍ଷ୍ୟ ସାଧିତ ହୋଇପାରୁନି।  ଏଥିଯୋଗୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ।  ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗ୍ରାମ ଉନ୍ନୟନ ଅଧିନରେ ନିର୍ମାଣାଧୀନ ଥିବା ରାସ୍ତାକାମରେ ଏମିତି ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ହାତରେ ଖୋଳି ହୋଇଯାଉଛି […]

431

431

Tapas Behera
  • Published: Sunday, 21 July 2019
  • Updated: 21 July 2019, 07:06 PM IST

Sports

Latest News

ନୟାଗଡ଼(ଓଡ଼ିଶା ରିପୋର୍ଟର):ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ମାତ୍ର କିଛି ସରକାରୀ କର୍ମଚାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।  ଫଳରେ ସରକାରଙ୍କ ମହତ ଲକ୍ଷ୍ୟ ସାଧିତ ହୋଇପାରୁନି।  ଏଥିଯୋଗୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ।  ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗ୍ରାମ ଉନ୍ନୟନ ଅଧିନରେ ନିର୍ମାଣାଧୀନ ଥିବା ରାସ୍ତାକାମରେ ଏମିତି ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି।

ହାତରେ ଖୋଳି ହୋଇଯାଉଛି ପିଚୁ ରାସ୍ତା।  ତଳେ ବୋଲ୍ଡର ପଡିବା ନିୟମ ଥିଲେ ବି ଖାଲି ମାଟି ରାସ୍ତା ଉପରେ ପିଚୁ ପଡିଛି । ଏ ରାସ୍ତାରେ ସାଇକେଲ, ମୋଟରସାଇକେଲ ଗଡ଼ିଲେ ଉଠି ଯାଉଛି ପିଚୁ । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଂପଡାଠାରୁ ମହିପୁର ପର୍ଯ୍ୟନ୍ତ ନିର୍ମାଣାଧୀନ ରାସ୍ତାରେ ଏମିତି ଚିତ୍ର ସାମ୍ନାକୁ ଆସିଛି।

ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଛି ସଂପଡ଼ା ଗାଁ। ସଂପଡ଼ାଠାରୁ ମହିପୁରକୁ ଗମନାଗମନ ପାଇଁ ଏହି ମୁଖ୍ୟରାସ୍ତା ଉପରେ ର୍ନିଭର କରନ୍ତି ୩ଟି ପଞ୍ଚାୟତର ପ୍ରାୟ ୧୨ହଜାର ଲୋକେ।  ପ୍ରାୟ ୧୦ କିଲୋମିଟର ଲମ୍ବ ଏହି ରାସ୍ତାର ସଂପ୍ରସାରଣ ଏବଂ ପିଚୁ କାମ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ୨୦୧୬ ଡିସେମ୍ବର ୧୯ରୁ ୨୦୧୭ ମସିହା ନଭେମ୍ବର ୧୮ ତାରିଖ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଥିଲା।  ହେଲେ ନିର୍ଦ୍ଧାରିତ  ସମୟ ସୀମା ଅତିକ୍ରମ କରିଯାଇଥିଲେ ସୁଦ୍ଧା ରାସ୍ତା କାମ ଏଯାଏ ସରିନି। ୭୦ ପ୍ରତିଶତ କାମ ସରିଥିବା ବେଳେ କାମ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାର ନିଜ ମନମାନିରେ ଏହି ରାସ୍ତାକାମ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।  ପୁଣି ଏହି ପ୍ରକଳ୍ପର ସୂଚନା ଫଳକ ମଧ୍ୟ କେଉଁଠାରେ ନାହିଁ।  ଫଳରେ ଏହି କାମ ପାଇଁ ପିସି କାରବାର ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଏପଟେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ରାସ୍ତାକାମରେ ଅନିୟମିତତା ଜାଣିବା ପରେ ଆଉ ଥରେ କାମ କରିବାକୁ ସେ ଠିକାଦାରଙ୍କୁ ନିର୍ଦେଶ ଦେଇଛନ୍ତି। ଏପଟେ ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story