ବାକି ୬୦ ଟଙ୍କା ମାଗିବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୁରୀ(ଓଡ଼ିଶା ରିପୋର୍ଟର): ବାକି  ଥିବା ୬୦ ଟଙ୍କା ମାଗିବାରୁ ପାନ ଦୋକାନୀଙ୍କ ଉପରକୁ ହେଲା ମରଣାନ୍ତକ ଆକ୍ରମଣ । ପୁରୀ ସହରର ମୋଚିସାହି ଛକରେ ବଳରାମ ମହାପାତ୍ର ନାମକ ଯୁବକଙ୍କୁ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ବଳରାମଙ୍କୁ କଟକ ବଡଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ,  ମୋଚିସାହି ଛକରେ ଦୁଇଭାଇ ପାନ ଦୋକାନ କରିଥିବା ବେଳେ  ଜଣେ ଯୁବକ ବଡଭାଇଠାରୁ ୬୦ଟଙ୍କା ବାକି  ନେଇଥିଲା। ବାକି ଟଙ୍କା ମାଗିବାରୁ ଉକ୍ତ […]

Knife-attack

Knife-attack

Niharika Rout
  • Published: Thursday, 01 October 2020
  • Updated: 01 October 2020, 08:56 AM IST

ପୁରୀ(ଓଡ଼ିଶା ରିପୋର୍ଟର): ବାକି  ଥିବା ୬୦ ଟଙ୍କା ମାଗିବାରୁ ପାନ ଦୋକାନୀଙ୍କ ଉପରକୁ ହେଲା ମରଣାନ୍ତକ ଆକ୍ରମଣ । ପୁରୀ ସହରର ମୋଚିସାହି ଛକରେ ବଳରାମ ମହାପାତ୍ର ନାମକ ଯୁବକଙ୍କୁ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ବଳରାମଙ୍କୁ କଟକ ବଡଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ,  ମୋଚିସାହି ଛକରେ ଦୁଇଭାଇ ପାନ ଦୋକାନ କରିଥିବା ବେଳେ  ଜଣେ ଯୁବକ ବଡଭାଇଠାରୁ ୬୦ଟଙ୍କା ବାକି  ନେଇଥିଲା। ବାକି ଟଙ୍କା ମାଗିବାରୁ ଉକ୍ତ ଯୁବକଙ୍କର ୨ ଭାଇଙ୍କ ସହ କଳହ  ହୋଇଥିଲା।   ପରେ ସେହି ଯୁବକ ମାରଣାସ୍ତ୍ର ଧରି ସାନଭାଇ ବଳରାମଙ୍କୁ ଆକ୍ରମଣ କରିଥିଲା।

ଆକ୍ରମଣକାରୀ ମୋଚିସାହି ଛକରୁ ଅର୍ବାନ ବ୍ୟାଙ୍କ ପର୍ଯ୍ୟନ୍ତ ଗୋଡେଇ ଗୋଡେଇ ବଳରାମଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନ ସମେତ ୨ ହାତରେ ଗୁରୁତର  ଆଘାତ ଲାଗିଛି।

ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ମୁଖ୍ୟ ଡାକ୍ତରଖାନା ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁରୀ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story