ବୃନ୍ଦାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ନାହିଁ: ଦାମ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ କଳାପାଣି ଗାଁର ଚାଷୀ ବୃନ୍ଦା ସାହୁଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ନୁହେଁ। ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ସମ୍ପର୍କରେ କୃଷି ମନ୍ତ୍ରୀ ଦାମୋଦର ରାଉତ ସୂଚନା ଦେଇ ଏହା କହିଛନ୍ତି। ସେ କହିଛନ୍ତି- &ldquo;ବୃନ୍ଦାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି, ସ୍ପଷ୍ଟ ହେଉନି। ବୃନ୍ଦା ଚାଷ ପାଇଁ ବ୍ୟାଙ୍କରୁ କିଛି ଋଣ ନେଇନାହାଁନ୍ତି। ୧୬ ଏକର ଜମି ଚାଷ କରିଥିଲେ। ୬ ଏକର ଚକଡ଼ା ଲାଗିଥିଲା। ସେଥିରୁ ୧୮ ଡେସିମିଲ ଜମିରେ ସେ ନିଆଁ ଲଗାଇ ଦେଇଥିଲେ। ବୃନ୍ଦାଙ୍କ ବିଷପାନ, ମୃତ୍ୟୁ କଥା ଟିଭିରୁ ଜାଣିଥିବା ତାଙ୍କ ପରିବାର ଲୋକେ କହିଛନ୍ତି।&rdquo;</p>

Ordigital Desk
  • Published: Wednesday, 15 November 2017
  • Updated: 15 November 2017, 10:42 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ କଳାପାଣି ଗାଁର ଚାଷୀ ବୃନ୍ଦା ସାହୁଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ନୁହେଁ। ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ସମ୍ପର୍କରେ କୃଷି ମନ୍ତ୍ରୀ ଦାମୋଦର ରାଉତ ସୂଚନା ଦେଇ ଏହା କହିଛନ୍ତି। ସେ କହିଛନ୍ତି- &ldquo;ବୃନ୍ଦାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି, ସ୍ପଷ୍ଟ ହେଉନି। ବୃନ୍ଦା ଚାଷ ପାଇଁ ବ୍ୟାଙ୍କରୁ କିଛି ଋଣ ନେଇନାହାଁନ୍ତି। ୧୬ ଏକର ଜମି ଚାଷ କରିଥିଲେ। ୬ ଏକର ଚକଡ଼ା ଲାଗିଥିଲା। ସେଥିରୁ ୧୮ ଡେସିମିଲ ଜମିରେ ସେ ନିଆଁ ଲଗାଇ ଦେଇଥିଲେ। ବୃନ୍ଦାଙ୍କ ବିଷପାନ, ମୃତ୍ୟୁ କଥା ଟିଭିରୁ ଜାଣିଥିବା ତାଙ୍କ ପରିବାର ଲୋକେ କହିଛନ୍ତି।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos