ସୁନ୍ଦରଗଡ: ବଡ଼ଗାଁ  ବସ୍ତିରେ ଗୁଳି କରି ଯୁବକଙ୍କୁ ହତ୍ୟା

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଳା ବଡ଼ଗାଁ  ବସ୍ତିରେ ଗୁଳି କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ଅଞ୍ଜନ ଦାସ। ଗତକାଲି ରାତିରେ ଗୁଳିକାଣ୍ଡ ଘଟିଥିବା ପୋଲିସ କହିଛି। ତେବେ ଗୁଳିକାଣ୍ଡର କାରଣ ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଏବଂ ଡଗ ସ୍କାର୍ଡ ସହ ବଡ଼ଗାଁ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ  ହୋଇଥିବା ପୋଲିସ ସନ୍ଦେହ କରୁଛି। ପୂର୍ବରୁ ଅଞ୍ଚନଙ୍କ ନାଁରେ ବଡ଼ଗାଁ ଥାନା […]

death

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 07:00 AM IST

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଳା ବଡ଼ଗାଁ  ବସ୍ତିରେ ଗୁଳି କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ଅଞ୍ଜନ ଦାସ। ଗତକାଲି ରାତିରେ ଗୁଳିକାଣ୍ଡ ଘଟିଥିବା ପୋଲିସ କହିଛି। ତେବେ ଗୁଳିକାଣ୍ଡର କାରଣ ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଏବଂ ଡଗ ସ୍କାର୍ଡ ସହ ବଡ଼ଗାଁ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ  ହୋଇଥିବା ପୋଲିସ ସନ୍ଦେହ କରୁଛି। ପୂର୍ବରୁ ଅଞ୍ଚନଙ୍କ ନାଁରେ ବଡ଼ଗାଁ ଥାନା ସମେତ ଝାରସୁଗୁଡ଼ା ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି।

Related story