ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ଦରମା ମାମଲାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

<p>ନୂଆଦିଲ୍ଲୀ: ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ଦରମା ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ଏଥିସହ ସୁପ୍ରିମକୋର୍ଟ ରାଜ୍ୟର ଗ୍ରାଣ୍ଟ ଇନ୍ ଏଡ୍ ପଲିସି-୨୦୧୭କୁ ଗ୍ରହଣ କରିଛନ୍ତି। ତେବେ ଯେଉଁମାନେ ଏହି ପଲିସିକୁ ଗ୍ରହଣ ନକରିବେ, ସେମାନେ ନିର୍ଦ୍ଦିଷ୍ଟ ଫୋରମ୍&zwnj;ରେ ଅପିଲ କରିପାରିବେ ବୋଲି କୋର୍ଟ କହିଛନ୍ତି।</p> <p>୫୦୦୦ରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ରାଜ୍ୟ ସରକାର ବର୍ଦ୍ଧିତ ଦରମା ନେଇ ବିସ୍ତୃତ ଭାବେ ସତ୍ୟପାଠ ଦାଖଲ କରିଥିଲେ। ଗ୍ରାଣ୍ଟ୍ ଇନ୍ ଏଡ୍ ନୀତି ଅନୁସାରେ ୨୦୧୭ ଅକ୍ଟୋବରରୁ ଉଚ୍ଚଶିକ୍ଷା ବିଭାଗ ଉପରେ ୫୧୪ କୋଟି ଟଙ୍କା ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ୪୫୩ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଆସନ୍ତା ଜାନୁଆରୀ ପହିଲାରୁ ଶିକ୍ଷକ ଓ ଅଧ୍ୟାପକ ବର୍ଦ୍ଧିତ ଦରମା ପାଇବେ ବୋଲି ସତ୍ୟପାଠରେ ଦର୍ଶାଯାଇଛି।</p>

Ordigital Desk
  • Published: Tuesday, 14 November 2017
  • Updated: 14 November 2017, 06:06 PM IST

Sports

Latest News

<p>ନୂଆଦିଲ୍ଲୀ: ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ଦରମା ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ଏଥିସହ ସୁପ୍ରିମକୋର୍ଟ ରାଜ୍ୟର ଗ୍ରାଣ୍ଟ ଇନ୍ ଏଡ୍ ପଲିସି-୨୦୧୭କୁ ଗ୍ରହଣ କରିଛନ୍ତି। ତେବେ ଯେଉଁମାନେ ଏହି ପଲିସିକୁ ଗ୍ରହଣ ନକରିବେ, ସେମାନେ ନିର୍ଦ୍ଦିଷ୍ଟ ଫୋରମ୍&zwnj;ରେ ଅପିଲ କରିପାରିବେ ବୋଲି କୋର୍ଟ କହିଛନ୍ତି।</p><p>୫୦୦୦ରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ରାଜ୍ୟ ସରକାର ବର୍ଦ୍ଧିତ ଦରମା ନେଇ ବିସ୍ତୃତ ଭାବେ ସତ୍ୟପାଠ ଦାଖଲ କରିଥିଲେ। ଗ୍ରାଣ୍ଟ୍ ଇନ୍ ଏଡ୍ ନୀତି ଅନୁସାରେ ୨୦୧୭ ଅକ୍ଟୋବରରୁ ଉଚ୍ଚଶିକ୍ଷା ବିଭାଗ ଉପରେ ୫୧୪ କୋଟି ଟଙ୍କା ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ୪୫୩ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଆସନ୍ତା ଜାନୁଆରୀ ପହିଲାରୁ ଶିକ୍ଷକ ଓ ଅଧ୍ୟାପକ ବର୍ଦ୍ଧିତ ଦରମା ପାଇବେ ବୋଲି ସତ୍ୟପାଠରେ ଦର୍ଶାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos