ବିଜେପୁର ପରାଜୟ ପାଇଁ ସୁର ରାଉତରାୟ କାହାକୁ ଦୋଷ ଦେଲେ ପଢ଼ନ୍ତୁ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ କଂଗ୍ରେସ ଦଳ ପରାଜିତ ହୋଇଛି। ଏନେଇ ଆଜି କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ମୁହଁ ଖୋଲିଛନ୍ତି।  ସେ କହିଛନ୍ତି,“ କଂଗ୍ରେସର ପରାଜୟ ପାଇଁ ଦଳ ନିଜେ ହିଁ ଦାୟୀ। ଆମର ଟିକେଟ୍ ଚୟନ ଓ କମିଟି ଗଠନ କରିବାରେ ବିଳମ୍ବ ହେଲା।”
ଏହାସହିତ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି,“ନବୀନ ଆଦର୍ଶ ମୁଖ୍ୟମନ୍ତ୍ରୀର ଡିଣ୍ଡିମ ପିଟୁଛନ୍ତି ହେଲେ ଟଙ୍କା ବାଣ୍ଟୁଛନ୍ତି। ମୁଣ୍ଡ ପିଛା ବିଜେଡି ୧୦ ହଜାର ଏବଂ ବିଜେପି ୮ ହଜାର ବାଣ୍ଟିଛି।”
ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ପରେ ନୂଆ ପିସିସି ସଭାପତି ନେଇ ମତ ରଖିଛନ୍ତି ସୁରେଶ ରାଉତରାୟ।
ସେ କହିଛନ୍ତି,“ ଦଳ ସୁପ୍ରିମୋ ରାହୁଲ ଯାହା ନିଷ୍ପତ୍ତି ନେବେ, ଆମେ ମାନିବୁ।”
ସୁରେଶ ରାଉତରାୟ  ଆଉ କ’ଣ କହୁଛନ୍ତି ଶୁଣନ୍ତୁ:
ସୂଚନାଯୋଗ୍ୟ, ପିସିସି ସଭାପତି ପଦରୁ ପ୍ରସାଦଙ୍କ ଇସ୍ତଫା ନେଇ ଗତକାଲି ସୁରେଶ ରାଉତରାୟ ସ୍ପଷ୍ଟ କରିଥିଲେ। ସେ ତାଙ୍କ ଇସ୍ତଫା ପତ୍ର  ହାଇକମାଣ୍ଡଙ୍କୁ ପଠାଇ ଦେଇଛନ୍ତି। ବିଜେପୁର ଉପନିର୍ବାଚନରେ କଂଗ୍ରେସର ପରାଜୟ କାରଣକୁ ନେଇ ସେ ଇସ୍ତଫା ଦେଇଛନ୍ତି ବୋଲି  ସୁର କହିଥିଲେ। ଏହାସହିତ ସେ ନରସିଂହଙ୍କ ଉପରେ ମଧ୍ୟ ବର୍ଷିଥିଲେ।
Ordigital Desk
• Published: Friday, 02 March 2018
• Updated: 02 March 2018, 11:57 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos