ବ୍ରହ୍ମପୁର: ସୁରଜ ବିହାରରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସୁରଜ ବିହାର ଫେ।ର୍ଥ ଲେନରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖାଯାଇଛି । ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ଓ ବ୍ରହ୍ମପୁର ପୋଲିସ୍ ସହାୟତାରେ ଚଢ଼ାଉ ବେଳେ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଗତକାଲି ରାତି ପ୍ରାୟ ସାଢେ଼ ୧୧ଟାରେ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋର ୧୨ ଜଣିଆ ଟିମ୍ […]

ganjei

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 04:36 AM IST

ବ୍ରହ୍ମପୁର: ବ୍ରହ୍ମପୁର ସୁରଜ ବିହାର ଫେ।ର୍ଥ ଲେନରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖାଯାଇଛି । ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ଓ ବ୍ରହ୍ମପୁର ପୋଲିସ୍ ସହାୟତାରେ ଚଢ଼ାଉ ବେଳେ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଗତକାଲି ରାତି ପ୍ରାୟ ସାଢେ଼ ୧୧ଟାରେ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋର ୧୨ ଜଣିଆ ଟିମ୍ ବ୍ରହ୍ମପୁର ପୋଲିସ୍ ସହାୟତାରେ ଏହି ଚଢ଼ାଉ କରିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କ। ହେବ ବୋଲି କୁହାଯାଉଛି। ଏହାକୁ ପଶ୍ଚିମବଙ୍ଗରୁ ଅଣାଯାଇଥିବା ସନ୍ଦେହ କରାଯାଉଛି।

Related story