ନଗଡ଼ାର ବିକାଶ ପାଇଁ ଗଠନ ହେବ ଟାସ୍କଫୋର୍ସ

ଭୁବନେଶ୍ୱର: ଅପପୁଷ୍ଟି ଯୋଗୁଁ ଯାଜପୁର ଜିଲ୍ଲା ନଗଡ଼ାରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ସେ ଅଞ୍ଚଳର ବିକାଶ କରିବାକୁ ସରକାରଙ୍କ ଚେତା ପଶିଛି। ଉକ୍ତ ଅଞ୍ଚଳର ସାମୁହିକ ବିକାଶ ପାଇଁ ସରକାର ଏକ ଟାସ୍କଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଉନ୍ନୟନ କମିଶନର  ଆର. ବାଲକ୍ରିଷ୍ଣନ୍ ଏ ସୂଚନା ଦେଇଛନ୍ତି। ସମାଜ ମଙ୍ଗଳ ନିର୍ଦ୍ଦେଶକଙ୍କ ରିପୋର୍ଟ ଆଧାରରେ ଆଜି ସଚିବାଳୟରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକ ପରେ ସେ […]

Balakrishnan

Balakrishnan

Rakesh Mallick
  • Published: Monday, 18 July 2016
  • Updated: 18 July 2016, 04:51 PM IST

Sports

Latest News

ଭୁବନେଶ୍ୱର: ଅପପୁଷ୍ଟି ଯୋଗୁଁ ଯାଜପୁର ଜିଲ୍ଲା ନଗଡ଼ାରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ସେ ଅଞ୍ଚଳର ବିକାଶ କରିବାକୁ ସରକାରଙ୍କ ଚେତା ପଶିଛି। ଉକ୍ତ ଅଞ୍ଚଳର ସାମୁହିକ ବିକାଶ ପାଇଁ ସରକାର ଏକ ଟାସ୍କଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଉନ୍ନୟନ କମିଶନର  ଆର. ବାଲକ୍ରିଷ୍ଣନ୍ ଏ ସୂଚନା ଦେଇଛନ୍ତି।

ସମାଜ ମଙ୍ଗଳ ନିର୍ଦ୍ଦେଶକଙ୍କ ରିପୋର୍ଟ ଆଧାରରେ ଆଜି ସଚିବାଳୟରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା।

ବୈଠକ ପରେ ସେ କହିଥିଲେ,“ନଗଡ଼ାରେ ସ୍ୱାସ୍ଥ୍ୟ, ସଡ଼କ, ବିଦ୍ୟୁତ୍ ଓ ପିଇବା ପାଣିର ବ୍ୟବସ୍ଥା କରାଯିବା ସହିତ ସାମଗ୍ରିକ ବିକାଶ କରାଯିବ। ପ୍ରତି ବିଭାଗରେ ଜଣେ ଲେଖାଏଁ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତି ଦିଆଯିବ। ସେମାନେ ନିଜ ନିଜ ବିଭାଗର କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବେ। ସେଠାରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆରଡିସି ପ୍ରତି ସପ୍ତାହରେ ସରକାରଙ୍କୁ ରିପୋର୍ଟ ଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story