ଓଡ଼ିଶାରେ ପ୍ରଥମ: ଦରମା ନନେଇ ସ୍କୁଲରେ ପଢ଼ାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ

ବାରିପଦା (ମାଣିକଲାଲ୍‌ ପାଣି): ବିନା ବେତନରେ ପାଠ ପଢ଼ା ଯାଉଛି। ଶିକ୍ଷକ ଅଭାବ ଦୂର କରିବା ପାଇଁ ଗତକାଲି ଆରମ୍ଭ ହୋଇଥିଲା ‘ଟିଚ୍ ମୟୂରଭଞ୍ଜ’ ପ୍ରକଳ୍ପ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି। ବିଏଡ୍ ପାସ୍ ପରେ ଘରେ ନ ବସି, ଏଭଳି ପାଠ ପଢ଼ାଉଛନ୍ତି। ଗତକାଲି ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ‘ଟିଚ୍‌ ମୟୂରଭଞ୍ଜ ଶିକ୍ଷା ପ୍ରକଳ୍ପ’ ଶୁଭାରମ୍ଭ ହୋଇଛି। […]

teachrr

teachrr

Manoranjan Sial
  • Published: Saturday, 23 February 2019
  • Updated: 23 February 2019, 06:10 PM IST

Sports

Latest News

ବାରିପଦା (ମାଣିକଲାଲ୍‌ ପାଣି): ବିନା ବେତନରେ ପାଠ ପଢ଼ା ଯାଉଛି। ଶିକ୍ଷକ ଅଭାବ ଦୂର କରିବା ପାଇଁ ଗତକାଲି ଆରମ୍ଭ ହୋଇଥିଲା ‘ଟିଚ୍ ମୟୂରଭଞ୍ଜ’ ପ୍ରକଳ୍ପ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି। ବିଏଡ୍ ପାସ୍ ପରେ ଘରେ ନ ବସି, ଏଭଳି ପାଠ ପଢ଼ାଉଛନ୍ତି।

ଗତକାଲି ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ‘ଟିଚ୍‌ ମୟୂରଭଞ୍ଜ ଶିକ୍ଷା ପ୍ରକଳ୍ପ’ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ ସମାବେଶରେ ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ, ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ସୁସ୍ମିତା କର ପ୍ରମୁଖ ଯୋଗଦେଇଥିଲେ। ଏହିଭଳି ୨୪୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍କୁଲରେ ପାଠ ପଢ଼ାଉଛନ୍ତି।

ଏମାନେ ଜିଲ୍ଲାର ୬ଟି ବ୍ଳକର ୬୯ଟି ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଅନୁମୋଦନ କ୍ରମେ ଏହି କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି। ଶିକ୍ଷା କ୍ଷେତ୍ରରେ ଏହା ବହୁମୂଖୀ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story