ଷଷ୍ଠ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି। ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ସହ ସର୍ତ୍ତ ବିହୀନ ଗ୍ରାଣ୍ଟ୍ ଇନ୍ ଏଡ୍ ଘୋଷଣା, ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ପ୍ରଦାନ ଦାବିରେ ଶିକ୍ଷକମାନେ ଧାରଣାରେ ବସିଛନ୍ତି। ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଚାଲିଛି। ଷଷ୍ଠ ଦିନରେ ଶିକ୍ଷକ ସଂଘ ମହାସମାବେଶର ଡାକରା ଦେଇଛି। ଅନ୍ୟପକ୍ଷରେ ଶିକ୍ଷକଙ୍କ ଦାବି ନେଇ ଆଲୋଚନା ପାଇଁ ଆଜି […]

teacher

teacher

Jitendra Garnayak
  • Published: Tuesday, 21 August 2018
  • Updated: 21 August 2018, 10:14 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି। ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ସହ ସର୍ତ୍ତ ବିହୀନ ଗ୍ରାଣ୍ଟ୍ ଇନ୍ ଏଡ୍ ଘୋଷଣା, ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ପ୍ରଦାନ ଦାବିରେ ଶିକ୍ଷକମାନେ ଧାରଣାରେ ବସିଛନ୍ତି। ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଚାଲିଛି।

ଷଷ୍ଠ ଦିନରେ ଶିକ୍ଷକ ସଂଘ ମହାସମାବେଶର ଡାକରା ଦେଇଛି।

ଅନ୍ୟପକ୍ଷରେ ଶିକ୍ଷକଙ୍କ ଦାବି ନେଇ ଆଲୋଚନା ପାଇଁ ଆଜି ସନ୍ଧ୍ୟାରେ ମନ୍ତ୍ରୀସ୍ତରୀୟ କମିଟି ବୈଠକ ବସିପାରେ।

ଗତ ଏପ୍ରିଲରେ ଆନ୍ଦୋଳନ ବେଳେ ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ।  ଆସନ୍ତା ୩ ମାସ ଭିତରେ ସମସ୍ତ ଦାବି ପୂରଣ ହେବ ବୋଲି ରାଜ୍ୟ ସରକାର କହିଥିଲେ। ତେବେ ଏବେ ଯାଏ ଦାବି ପୂରଣ ହୋଇ ନଥିବା ଯୋଗୁ ପ୍ରତିବାଦରେ ଗତ ୧୬ ତାରିଖରୁ ଶିକ୍ଷକମାନେ ଧାରଣାରେ ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story