କୋଭିଡ୍ ହସ୍ପିଟାଲ୍ ବୁଲିବ, ରୋଗୀଙ୍କ ଭଲମନ୍ଦ ବୁଝିବ ଟେକ୍ନିକାଲ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କୋଭିଡ୍ ହସ୍ପିଟାଲ୍‌ଗୁଡ଼ିକରେ ନାନା ଅବ୍ୟବସ୍ଥା ନେଇ କ୍ରମାଗତ ଅଭିଯୋଗ ହେବା ପରେ  ଶେଷରେ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର । ଏଣିକି କୋଭିଡ୍ ହସ୍ପିଟାଲ ଗୁଡ଼ିକରେ କେମିତି ଚାଲିଛି କରୋନା ରୋଗୀଙ୍କ ଚିକିତ୍ସା ସେବା, କେମିତି ରହିଛି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟର ମାନ ଏବଂ ପରିମଳ ବ୍ୟବସ୍ଥା, ଏସବୁର ଟିକିନିଖି ଅନୁଧ୍ୟାନ କରିବ ଏକ ଟେକ୍ନିକାଲ ଟିମ୍  । ଟେକ୍ନିକାଲ ଟିମ୍‌ର ସାପ୍ତାହିକ ଗସ୍ତ ସୂଚୀ ନେଇ ମେଡିକାଲ କଲେଜ ଡିନ୍ […]

corona-fighter

corona-fighter

Niharika Rout
  • Published: Thursday, 20 August 2020
  • Updated: 20 August 2020, 09:13 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କୋଭିଡ୍ ହସ୍ପିଟାଲ୍‌ଗୁଡ଼ିକରେ ନାନା ଅବ୍ୟବସ୍ଥା ନେଇ କ୍ରମାଗତ ଅଭିଯୋଗ ହେବା ପରେ  ଶେଷରେ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର । ଏଣିକି କୋଭିଡ୍ ହସ୍ପିଟାଲ ଗୁଡ଼ିକରେ କେମିତି ଚାଲିଛି କରୋନା ରୋଗୀଙ୍କ ଚିକିତ୍ସା ସେବା, କେମିତି ରହିଛି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟର ମାନ ଏବଂ ପରିମଳ ବ୍ୟବସ୍ଥା, ଏସବୁର ଟିକିନିଖି ଅନୁଧ୍ୟାନ କରିବ ଏକ ଟେକ୍ନିକାଲ ଟିମ୍  ।

ଟେକ୍ନିକାଲ ଟିମ୍‌ର ସାପ୍ତାହିକ ଗସ୍ତ ସୂଚୀ ନେଇ ମେଡିକାଲ କଲେଜ ଡିନ୍ ସ୍ଥିର କରିବେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । କୋଭିଡ୍ ହସ୍ପିଟାଲ୍‌ରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ବିଷୟରେ ଟିମ୍‌ ସଦସ୍ୟ ପଚାରି ବୁଝିବେ । କେବଳ ସେତିକି ନୁହେଁ, କୋଭିଡ୍‌ରେ ଆଖି ବୁଜିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ କିଭଳି କରାଯାଉଛି ସେସବୁର ବି ତଦାରଖ କରିବେ ଟେକ୍ନିକାଲ ଟିମ୍‌ ସଦସ୍ୟ । ପରେ ସ୍ୱାସ୍ଥ୍ୟ ବିଭାଗକୁ ଏ ସମ୍ପର୍କିତଏକ ବିସ୍ତୃତ ବିବରଣୀ ପ୍ରଦାନ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story