ତିଳେଇବଣୀ ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଳେଇବଣୀ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି କର୍କୀ ମହାଁମୁହିଁ ହୋଇଥିଲେ। ଉତ୍ତେଜନା ପରିସ୍ଥିତିକୁ ଲକ୍ଷ୍ୟ କରି ପ୍ରଶାସନ ୧୪୪ ଧାରା ଜାରି କରିଥିଲା। ପରିବେଶ ଶାନ୍ତ ହେବା ପରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହୋଇଥିଲା। ୨୦ ଆସନ ବିଶିଷ୍ଟ ତିଳେଇବଣୀ ବ୍ଲକ ଅଧ୍ୟକ୍ଷା ପଦବୀ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ଏଥିପାଇଁ ସୁବାସିନୀ ଦେହୁରୀ ଓ ପ୍ରମିଳା ନାମାଙ୍କନପତ୍ର ଦାଖଲ କରିଥିଲେ। ଭୋଟରେ ସୁବାସିନୀ ଦେହୁରୀ ୧୦ […]

telaibani block

telaibani block

Rakesh Mallick
  • Published: Saturday, 11 March 2017
  • Updated: 11 March 2017, 11:16 PM IST

Sports

Latest News

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଳେଇବଣୀ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି କର୍କୀ ମହାଁମୁହିଁ ହୋଇଥିଲେ। ଉତ୍ତେଜନା ପରିସ୍ଥିତିକୁ ଲକ୍ଷ୍ୟ କରି ପ୍ରଶାସନ ୧୪୪ ଧାରା ଜାରି କରିଥିଲା। ପରିବେଶ ଶାନ୍ତ ହେବା ପରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହୋଇଥିଲା।

୨୦ ଆସନ ବିଶିଷ୍ଟ ତିଳେଇବଣୀ ବ୍ଲକ ଅଧ୍ୟକ୍ଷା ପଦବୀ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ଏଥିପାଇଁ ସୁବାସିନୀ ଦେହୁରୀ ଓ ପ୍ରମିଳା ନାମାଙ୍କନପତ୍ର ଦାଖଲ କରିଥିଲେ। ଭୋଟରେ ସୁବାସିନୀ ଦେହୁରୀ ୧୦ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରମିଳା ୯ ଖଣ୍ଡ ଭୋଟ ପାଇଥିଲେ। ଗୋଟିଏ ଭୋଟ ନାକଚ ହୋଇଥିଲା। ଫଳରେ ସୁବାସିନୀ ବିଜୟୀ ହୋଇଥିଲେ।

ବାରକୋଟ ବ୍ଲକର ଅଧ୍ୟକ୍ଷା ଆସନ ପଛୁଆ ବର୍ଗ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବା ବେଳେ ସୁବାସିନୀ ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଫଳରେ ସେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

ସେହିପରି ରିଆମାଳ ବ୍ଲକ ଅଧ୍ୟକ୍ଷା ଆସନଟି ଅନୁସୂଚିତ ଜାତିର ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବାବେଳେ ଧାର୍ଯ୍ୟ ସମୟ ଭିତରେ ଗୋଟିଏ ନାମାଙ୍କନପତ୍ର ଦାଖଲ ହୋଇଥିଲା। ତେଣୁ ରୀତାଞ୍ଜଳି ହସ୍ତୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story