ଆସନ୍ତା କାଲିଠାରୁ ମନ୍ଦିର, ମସ୍‌ଜିଦ୍, ଗୀର୍ଜା ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ।  କାଲିଠୁ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ରହିବ ସମସ୍ତ ଧର୍ମୀୟ ଅନୁଷ୍ଠାନ। ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିର, ମସ୍‌ଜିଦ୍, ଗୀର୍ଜାରେ ଦର୍ଶନାର୍ଥୀଙ୍କ ପ୍ରବେଶକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହି କଟକଣା ଆସନ୍ତା ଏପ୍ରିଲ୍ ପହିଲା ପର୍ଯ୍ୟନ୍ତ ଜାରି ରହିବ। ତେବେ ଏହି ସମୟ ମଧ୍ୟରେ ଧର୍ମୀୟ ଅନୁଷ୍ଠାନର ନୀତିକାନ୍ତି ପୂର୍ବବତ୍ ଚାଲିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଆସନ୍ତା କାଲିଠୁ ୩୧ ତାରିଖ ଯାଏଁ ପୂରା […]

m-9876-1

m-9876-1

Tapas Behera
  • Published: Thursday, 19 March 2020
  • Updated: 19 March 2020, 09:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ।  କାଲିଠୁ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ରହିବ ସମସ୍ତ ଧର୍ମୀୟ ଅନୁଷ୍ଠାନ। ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିର, ମସ୍‌ଜିଦ୍, ଗୀର୍ଜାରେ ଦର୍ଶନାର୍ଥୀଙ୍କ ପ୍ରବେଶକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହି କଟକଣା ଆସନ୍ତା ଏପ୍ରିଲ୍ ପହିଲା ପର୍ଯ୍ୟନ୍ତ ଜାରି ରହିବ। ତେବେ ଏହି ସମୟ ମଧ୍ୟରେ ଧର୍ମୀୟ ଅନୁଷ୍ଠାନର ନୀତିକାନ୍ତି ପୂର୍ବବତ୍ ଚାଲିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଆସନ୍ତା କାଲିଠୁ ୩୧ ତାରିଖ ଯାଏଁ ପୂରା ବନ୍ଦ ରହିବ ଜଗା ଦର୍ଶନ । ହେଲେ ଶ୍ରୀଜୀଉଙ୍କ ନୀତିକାନ୍ତି ପାଇଁ କେବଳ ସେବାୟତମାନଙ୍କୁ ମନ୍ଦିର ପ୍ରବେଶର ଅନୁମତି ରହିଛି। ଯେଉଁମାନଙ୍କର ତିନିଠାକୁରଙ୍କ ପାଳି ସେବା କିମ୍ବା ପାର୍ଶ୍ୱଦେବୀଙ୍କ ସେବା ଥିବ କେବଳ ସେଇମାନେ ହିଁ ଶ୍ରୀମନ୍ଦିର ଯାଇପାରିବେ। କେବଳ ଶ୍ରୀମନ୍ଦିର ନୁହେଁ ରାଜ୍ୟର ସମସ୍ତ ଧର୍ମୀୟ ଅନୁଷ୍ଠାନରେ ବି ଦର୍ଶନ ବନ୍ଦ ।

ଆସନ୍ତା ଏପ୍ରିଲ୍ ୧ ତାରିଖ ଯାଏଁ କୌଣସି ମନ୍ଦିର, ମସଜିଦ୍‌ଦ୍ କି ଗୀର୍ଜାକୁ ଦର୍ଶନାର୍ଥୀ ଯାଇପାରିବେ ନାହିଁ ବୋଲି ଘୋଷଣା କରିଛନ୍ତି କରୋନା ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ତେବେ ଏହି ସମୟ ଭିତରେ ଧର୍ମୀୟ ଅନୁଷ୍ଠାନ ଗୁଡ଼ିକରେ ଦୈନିକ ପୂଜା, ନୀତିକାନ୍ତି କିନ୍ତୁ ପୂର୍ବଭଳି ଜାରି ରହିବ। କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ଏ ନିଷ୍ପତ୍ତିକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story