ହୋଲି ଖେଳରୁ ହାତାହାତି: ୧୦ରୁ ଊର୍ଦ୍ଧ୍ୱ ଆହତ

ଜଗତସିଂପୁର(ଓଡ଼ିଶା ରିପୋର୍ଟର):ହୋଲି ଖେଳକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।  ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗାଁ ମଧ୍ୟରେ ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ଉଭୟ ଗ୍ରାମରୁ ୧୦ରୁ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଥିବାବେଳେ ସମସ୍ତ ଆହତଙ୍କୁ  ଧିରପାଟଣା ଏବଂ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଞ୍ଚାୟତ ଘର ପାଖରେ ରଙ୍ଗ ଖେଳୁଥିବା ସମୟରେ ରାସ୍ତାରେ ଗାଡି ସାଇଡ୍ ମରାକୁ […]

6nm

6nm

Tapas Behera
  • Published: Tuesday, 10 March 2020
  • Updated: 10 March 2020, 05:20 PM IST

Sports

Latest News

ଜଗତସିଂପୁର(ଓଡ଼ିଶା ରିପୋର୍ଟର):ହୋଲି ଖେଳକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।  ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗାଁ ମଧ୍ୟରେ ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ଉଭୟ ଗ୍ରାମରୁ ୧୦ରୁ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଥିବାବେଳେ ସମସ୍ତ ଆହତଙ୍କୁ  ଧିରପାଟଣା ଏବଂ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଞ୍ଚାୟତ ଘର ପାଖରେ ରଙ୍ଗ ଖେଳୁଥିବା ସମୟରେ ରାସ୍ତାରେ ଗାଡି ସାଇଡ୍ ମରାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।  ଏହାକୁ ନେଇ ଦୁଇ ଗାଁର ଲୋକେ ମୁହାଁମୁହିଁ ହେବାକୁ ଉତ୍ତେଜନା ପ୍ରକାଶ ପାଇଥିଲା  ତିଗିରିଆ ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story