ଛାତ୍ରୀଙ୍କୁ ଅଧ୍ୟାପକ କରୁଥିଲେ ନଟି ଟଚ୍‌

ଯାଜପୁର (ଓଡ଼ିଶା ରିପୋର୍ଟର): ଛାତ୍ରୀଙ୍କୁ ଅଧ୍ୟାପକ କରୁଥିଲେ ନଟି ଟଚ୍‌। ଆଜି ଏପରି ଅଭିଯୋଗ ଆସିଛି ଯାଜପୁର ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟରୁ। ଏହାକୁ ନେଇ ଆଜି କଲେଜ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା। ପୁଲିସ୍ ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡ଼ିଛି। ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ +୩ କଳାର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। […]

Jajpur

Jajpur

Manoranjan Sial
  • Published: Monday, 11 April 2022
  • Updated: 11 April 2022, 09:11 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ଛାତ୍ରୀଙ୍କୁ ଅଧ୍ୟାପକ କରୁଥିଲେ ନଟି ଟଚ୍‌। ଆଜି ଏପରି ଅଭିଯୋଗ ଆସିଛି ଯାଜପୁର ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟରୁ। ଏହାକୁ ନେଇ ଆଜି କଲେଜ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା। ପୁଲିସ୍ ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡ଼ିଛି।

ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ +୩ କଳାର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏଥିସହିତ ବିଭିନ୍ନ ସମୟରେ ଅଶାଳୀନ ବ୍ୟବହାର କରିବା ସହ ପାଖକୁ ଡାକି ଅଶ୍ଲୀଳ ସ୍ପର୍ଶ କରୁଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଲୋକ ଲଜ୍ଜ୍ୟ ଭୟରେ ଛାତ୍ରୀ ଜଣକ କାହାକୁ କିଛି କହିପାରୁନଥିଲେ।

ତେବେ ନିର୍ଯାତନା ଅସହ୍ୟ ହେବାରୁ ଆଜି ଛାତ୍ରୀ ଜଣକ ମୁହଁ ଖୋଲିଥିଲେ। ଏ ସମ୍ପର୍କରେ ସାଙ୍ଗମାନଙ୍କୁ କହିଥିଲେ। ଏହା ପରେ ସବୁ ପିଲା ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇ ପୁଲିସ କଲେଜ କ୍ୟାମ୍ପସରେ ପହଞ୍ଚିଥିଲା। ପୁଲିସ୍‌ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା। ଏହା ପରେ ଉତ୍ତେଜନା ପରିବେଶ ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ କୋର୍‌ କମିଟି ଜରିଆରେ ଏହାର ତଦନ୍ତ କରାଯିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି।

ସେପଟେ ଏପରି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଅଭିଯୋଗ ଆସିଥିବା ଅଧ୍ୟାପକ। ଛାତ୍ରଛାତ୍ରୀମାନେ ତାଙ୍କ ଉପରେ ରାଗ ରଖି ଏପରି କରୁଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story