ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ୧୬ ଦିନର ଶିଶୁର ଜୀବନ!

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ୧୬ ଦିନର ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ ଜିଲ୍ଲାରୁ ଆସିଛି। ଏହାକୁ ନେଇ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମିଳିଗୁଡା ବ୍ଲକ ଅନ୍ତର୍ଗତ ମାର୍ଲା ଲେଞ୍ଜିଗୁଡା ଗାଁର ସୁଭଦ୍ରା ଓ ପ୍ରହଲ୍ଲାଦ ସଗରିଆଙ୍କ ୧୬ ଦିନ ଶିଶୁକୁ ଟିକା ଦିଆଯାଇଥିଲା। ଟିକା ନେବା ପରେ ଶିଶୁର ଗୋଡ଼ ଫୁଲି ଯାଇଥିଲା। ତେଣୁ ପରିବାର ଲୋକେ ଶିଶୁକୁ କୁନ୍ଦୁଲି ହସ୍ପିଟାଲକୁ ଆଣିଥିଲେ। ଡାକ୍ତର […]

koraput

koraput

Manoranjan Sial
  • Published: Wednesday, 31 July 2019
  • Updated: 31 July 2019, 09:33 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ୧୬ ଦିନର ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ ଜିଲ୍ଲାରୁ ଆସିଛି। ଏହାକୁ ନେଇ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସେମିଳିଗୁଡା ବ୍ଲକ ଅନ୍ତର୍ଗତ ମାର୍ଲା ଲେଞ୍ଜିଗୁଡା ଗାଁର ସୁଭଦ୍ରା ଓ ପ୍ରହଲ୍ଲାଦ ସଗରିଆଙ୍କ ୧୬ ଦିନ ଶିଶୁକୁ ଟିକା ଦିଆଯାଇଥିଲା। ଟିକା ନେବା ପରେ ଶିଶୁର ଗୋଡ଼ ଫୁଲି ଯାଇଥିଲା। ତେଣୁ ପରିବାର ଲୋକେ ଶିଶୁକୁ କୁନ୍ଦୁଲି ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ଦେଖିବା ପରେ ଟିକା ଦିଆଯାଇଥିବା ସ୍ଥାନରେ ବରଫ ଘଷିବାକୁ ପରାମର୍ଶ ଦେବା ସହିତ ଔଷଧ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶିଶୁକୁ ଔଷଧ ଖାଇବାକୁ ଦିଆଯାଇଥିଲା। ଏହା ସତ୍ତ୍ୱେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରି ନଥିଲା। ତା’ପରେ ଆଉ ଥରେ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଶିଶୁର ମୃତ୍ୟୁ ହୋଇଥିଲା।

ଶିଶୁର ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଧାରଣାରେ ବସିଥିଲେ। ଏପରିକି ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଘେରାଉ କରିଥିଲେ। ଡାକ୍ତର କୃଷ୍ଣ ଚନ୍ଦ୍ର ପରିଡ଼ା କୌଶଳକ୍ରମେ ସେମାନଙ୍କ କବଳରୁ ମୁକୁଳି ପଟ୍ଟାଙ୍ଗି ଥାନାର ଶରଣ ପଶିଥିଲେ।

ସୁନାବେଡା ଏସ୍‌ଡିପିଓ ନିରଞ୍ଜନ ବେହେରା ମେଡିକାଲ୍‌ରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ତେବେ କ୍ଷତିପୂରଣ ବାବଦକୁ ୧୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story