ପୋଲିଓ ଟୀକାର ଓଭର୍‌ ଡୋଜ ଯୋଗୁ ଶିଶୁ ମୃତ! ଡାକ୍ତରଖାନାରେ ଉତ୍ତେଜନା

ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ଅଢ଼େଇ ମାସର ଶିଶୁ ମୃତ୍ୟୁକୁ ନେଇ ପୁରୀ ଜିଲ୍ଲା ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ସକାଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତଦେହ ରଖି ଡାକ୍ତରଖାନାର ମୁଖ୍ୟ ଫାଟକ ଆଗରେ ଶିଶୁର ପରିବାର ଲୋକେ ଧାରଣା ଦେଇଥିଲେ। ପୋଲିଓ ଟୀକାର ଓଭର ଡୋଜ୍‌ ଓ ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନରଣପୁର ଗାଁର ସ୍ମତିରଞ୍ଜନ ବିଶ୍ୱାଳଙ୍କ ଅଢ଼େଇ ମାସର ଶିଶୁ କନ୍ୟାକୁ ଗତ ବୁଧବାର ବ୍ରହ୍ମଗିରି […]

death

death

Jyoshna Pradhan
  • Published: Friday, 06 September 2019
  • Updated: 06 September 2019, 03:47 PM IST

Sports

Latest News

ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ଅଢ଼େଇ ମାସର ଶିଶୁ ମୃତ୍ୟୁକୁ ନେଇ ପୁରୀ ଜିଲ୍ଲା ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ସକାଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତଦେହ ରଖି ଡାକ୍ତରଖାନାର ମୁଖ୍ୟ ଫାଟକ ଆଗରେ ଶିଶୁର ପରିବାର ଲୋକେ ଧାରଣା ଦେଇଥିଲେ। ପୋଲିଓ ଟୀକାର ଓଭର ଡୋଜ୍‌ ଓ ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ନରଣପୁର ଗାଁର ସ୍ମତିରଞ୍ଜନ ବିଶ୍ୱାଳଙ୍କ ଅଢ଼େଇ ମାସର ଶିଶୁ କନ୍ୟାକୁ ଗତ ବୁଧବାର ବ୍ରହ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିଓ ଟୀକା ଦିଆଯାଇଥିଲା। ଟୀକା ନେବା ପରେ ଗତକାଲି ରାତିରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତାକୁ ସଙ୍ଗେ ସଙ୍ଗେ ରେବଣା-ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ରକୁ ଅଣିଥିଲେ। ମାତ୍ର ଏହି ସମୟରେ ମେଡିକାଲ୍‌ରେ ଡାକ୍ତର ନଥିଲେ। ମେଡିକାଲ୍‌ର ଫାର୍ମାସିଷ୍ଟ ଶିଶୁଟିକୁ ଦେଖି ମୃତ ଘୋଷଣା କରିଥିଲେ।

ଆଜି ସକାଳେ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ମେଡିକାଲ୍‌ ଗେଟ୍‌ରେ ତାଲା ପକାଇ ଧାରଣା ଦେଇଥିଲେ। ନିରପେକ୍ଷ ତଦନ୍ତ ଦାବିରେ ପରିବାର ଲୋକେ ଶିଶୁର ମୃତଦେହ ରଖି ଧାରଣା ଦେଇଥିଲେ। ଖବର ପାଇ ଡାକ୍ତରଖାନା କର୍ତ୍ତୃପକ୍ଷ, ପୁଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story