ସୁବାସ ନଗର ବସ୍ତିରେ ଉତ୍ତେଜନା 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଡୁମୁଡୁମା ସୁବାସ ନଗର ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟେନମେଣ୍ଟ ଜୋନ୍ ଭିତରେ ମିଳୁଥିବା ସାମଗ୍ରୀ ଦର ଅତ୍ୟଧିକ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି। ଶ୍ରମିକ ଶ୍ରେଣୀର ଲୋକ ଏତେ ଦର ଦେଇ ସାମଗ୍ରୀ କିଣିବାକୁ ଅସମର୍ଥ ବୋଲି କହିଛନ୍ତି। କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ପରେ କୌଣସି ଲୋକ ବାହାରକୁ କାମଧନ୍ଦା ପାଇଁ ଯାଇ ପାରୁନାହାନ୍ତି। ଏତେ ଦର ଦେଇ କିପରି ଜିନିଷ କିଣିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। […]

bbbbbbbbbbbbbbbbbbb

bbbbbbbbbbbbbbbbbbb

Tapaswini Nayak
  • Published: Wednesday, 24 June 2020
  • Updated: 24 June 2020, 02:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଡୁମୁଡୁମା ସୁବାସ ନଗର ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟେନମେଣ୍ଟ ଜୋନ୍ ଭିତରେ ମିଳୁଥିବା ସାମଗ୍ରୀ ଦର ଅତ୍ୟଧିକ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି। ଶ୍ରମିକ ଶ୍ରେଣୀର ଲୋକ ଏତେ ଦର ଦେଇ ସାମଗ୍ରୀ କିଣିବାକୁ ଅସମର୍ଥ ବୋଲି କହିଛନ୍ତି।

କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ପରେ କୌଣସି ଲୋକ ବାହାରକୁ କାମଧନ୍ଦା ପାଇଁ ଯାଇ ପାରୁନାହାନ୍ତି। ଏତେ ଦର ଦେଇ କିପରି ଜିନିଷ କିଣିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହାର ପ୍ରତିବାଦରେ ଲୋକମାନେ ହନୁମାନ ମନ୍ଦିର ନିକଟରେ ଏକାଠି ହୋଇ ହୋହଲ୍ଲା କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।

ସୂଚନାଯୋଗ୍ୟ, ଡୁମୁଡୁମା ସୁବାସ ନଗର ବସ୍ତିରେ ଛଅ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସେହି ଅଞ୍ଚଳକୁ ବିଏମ୍‌ସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story