ପଥର ବ୍ଲାଷ୍ଟିଂକୁ ନେଇ ଉତ୍ତେଜନା, ତହସିଲ୍‌ଦାରଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅଧୀନ କାଶୀବାହାଲ ଗାଁରେ ବେଆଇନ ପଥର ବ୍ଲାଷ୍ଟିଂକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ଗାଁ ନିକଟରେ ଥିବା ଲାଣ୍ଡିମୁଣ୍ଡି ପାହାଡ଼ରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା।  ଫଳରେ ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହେବା ସହ ଟିଭି ତଳେ ପଡ଼ି ଯାଇଥିଲା। ଏହାର ପ୍ରତିବାଦରେ ଆଜି ଗାଁର ଶହଶହ ଲୋକ ଉକ୍ତ କ୍ୱାରୀକୁ ଘେରାଉ କରିଛନ୍ତି। ଘଟଣାସ୍ଥଳରେ ଜୟପାଟଣା ଅତିରିକ୍ତ ତହସିଲଦାର ପହଞ୍ଚିଛନ୍ତି। ଦୋଷୀଙ୍କ […]

kalahandi

kalahandi

Jyoshna Pradhan
  • Published: Sunday, 27 October 2019
  • Updated: 27 October 2019, 02:46 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅଧୀନ କାଶୀବାହାଲ ଗାଁରେ ବେଆଇନ ପଥର ବ୍ଲାଷ୍ଟିଂକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ଗାଁ ନିକଟରେ ଥିବା ଲାଣ୍ଡିମୁଣ୍ଡି ପାହାଡ଼ରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା।  ଫଳରେ ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହେବା ସହ ଟିଭି ତଳେ ପଡ଼ି ଯାଇଥିଲା।

ଏହାର ପ୍ରତିବାଦରେ ଆଜି ଗାଁର ଶହଶହ ଲୋକ ଉକ୍ତ କ୍ୱାରୀକୁ ଘେରାଉ କରିଛନ୍ତି। ଘଟଣାସ୍ଥଳରେ ଜୟପାଟଣା ଅତିରିକ୍ତ ତହସିଲଦାର ପହଞ୍ଚିଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ଯାଏ ସେମାନେ ହଟିବେ ନାହିଁ ବୋଲି ଜିଦ୍ ଧରିଛନ୍ତି। ଏପରିକି ସେମାନେ ଅତିରିକ୍ତ ତହସିଲଦାରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ଏନେଇ ଜଣେ ଗ୍ରାମବାସୀ କହିଛନ୍ତି, “ଖଣି ଦଲାଲ ଆସି ରାତିରେ ପଥର ବ୍ଲାଷ୍ଟିଂ କରିଛି। ଫଳରେ ଆମ ଗାଁର ସବୁ ଘର ଫାଟି ଯାଇଛି।  ଟିଭି ଗୁଡ଼ିକ ତଳେ ପଡ଼ିଯାଇଥିଲା। ଭୂମିକମ୍ପ ହୋଇଛି ଭାବି ଆମେ ଘରୁ ବାହାରକୁ ବାହାରି ଆସିଥିଲୁ। ସବୁ ଦିନ ପାଇଁ ପଥର ବ୍ଲାଷ୍ଟିଂ ବନ୍ଦ କରିବା ଓ ୨୪ ଘଣ୍ଟା ଭିତରେ ଦୋଷୀକୁ ଗିରଫ କରିବା ଦାବିରେ ଆମେ ତହସିଲଦାରଙ୍କୁ ଘେରାଉ କରିଛୁ। କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲା ପର୍ଯ୍ୟନ୍ତ ଆମେ ତହସିଲଦାରଙ୍କୁ ଛାଡ଼ିବୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story